Categories: ବାଣିଜ୍ୟ

ମିନ୍ତ୍ରାର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୧୫।୬: ଇ-କର୍ମସ ପ୍ଲାଟ୍‌ଫର୍ମ ମିନ୍ତ୍ରାର ସ୍ବତନ୍ତ୍ର ଅଭିଯାନ ସହ ମିନ୍ତ୍ରା ଇଓଆର୍‌ଏସ୍‌ର ୧୮ତମ ସଂସ୍କରଣ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୬୦୦୦ରୁ ଅଧିକ ପ୍ରତିଷ୍ଠିତ ଘରୋଇ ଓ ଅନ୍ତର୍ଜାତୀୟ ଉତ୍ପାଦ ଏବଂ ଡି୨ସି ବ୍ରାଣ୍ଡ୍‌ଗୁଡ଼ିକରୁ ୨୦ଲକ୍ଷରୁ ଅଧିକ ଫ୍ୟାଶନ,ବିୟୁଟି ଓ ଲାଇଫ୍‌ଷ୍ଟାଇଲ୍‌ ପ୍ରଡକ୍ସ ସହ ମିନ୍ତ୍ରା ଇଓଆର୍‌ଏସ୍‌ର ୧୮ତମ ସଂସ୍କରଣ ବର୍ତ୍ତମାନ ଲାଇଭ୍‌ ରହିଛି। ଏପରିକି ଗ୍ରାହକମାନଙ୍କୁ ଏକ ଆକର୍ଷଣୀୟ ଶପିଙ୍ଗ୍‌ ଅନୁଭୂତି ପ୍ରଦାନ କରିବା ପାଇଁ ମିନ୍ତ୍ରା ପକ୍ଷରୁ ଇଓଆର୍‌ଏସ୍‌ ୧୮ରେ ପ୍ରତ୍ୟେକ ଫ୍ୟାଶନିଷ୍ଟାଙ୍କ ସ୍ବପ୍ନ ପୂରଣ ହେବ ତାହା ମିନ୍ତ୍ରା ପକ୍ଷରୁ ସୁନିଶ୍ଚିତ କରାଯାଉଛି। ଏଠାରେ ମିନ୍ତ୍ରାର ୫ଟି ଆକର୍ଷଣୀୟ ଫିଚର ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି, ଯାହାକୁ ଗ୍ରାହକମାନେ ଇଓଆର୍‌ଏସ୍‌ ୧୮ର ଶପିଙ୍ଗ୍‌ କରିବା ବେଳେ ନିଶ୍ଚିତ ଭାବେ ଦେଖିବା ଓ ବ୍ୟବହାର କରିବା ଉଚିତ। ଫଳରେ ଶପରମାନଙ୍କ ଏଣ୍ଡ୍‌-ଟୁ-ଏଣ୍ଡ୍‌ ଶପିଙ୍ଗ୍‌ ଯାତ୍ରାକୁ ଉନ୍ନତ କରିବା ପାଇଁ ଆରମ୍ଭ କରାଯାଇଛି।

Share