Categories: Video

ରହସ୍ୟ ଜନକ ମୃତ୍ୟୁ

ମୃତ୍ୟୁ ସମସ୍ତଙ୍କ ଲାଗି ଏକ ଚିରନ୍ତନ ସତ୍ୟ ଶଦ୍ଦ । ତେବେ ଏହି ମୃତ୍ୟୁ କେବେ ଶାନ୍ତି, କେବେ ହିଂଶକ ତ ଆଉ କେବେ କେବେ ସବୁଦିନ ଲାଗି ରହସ୍ୟ ହୋଇ ରହିଯାଏ । ଏହି ଏପିସୋଡରେ ବଲିଉଡରେ ହୋଇଥିବା ସେମିତି କିଛି ରହସ୍ୟଜନକ ମୃତ୍ୟୁ ବାବଦରେ ଜାଣିବା ।