Posted inVideo

ପାଣିରେ ବୁଡିଯାଉଥିବା ମନ୍ଦିରର ରହସ୍ୟ

Featured Video Play Icon

ଭାରତରେ ଥିବା ଅନେକ ଦେବା ଦେବୀଙ୍କ ମନ୍ଦିର ବିଶ୍ୱରେ ସବୁଠୁ ଅନ୍ୟତମ। ମନ୍ଦିରର ସାଜସଜା, ମନ୍ଦିରକୁ ନେଇ ରହିଥିବା ପୌରାଣିକ ଗାଥା ଏବଂ ଭଗବାନଙ୍କ ମୂର୍ତ୍ତି ନିର୍ମାଣକୁ ନେଇ ଅନେକ ରହସ୍ୟ ରହିଛି। ଆମ ଦେଶରେ ଥିବା ଅନେକ ପ୍ରାଚୀନ ମନ୍ଦିରକୁ ଆପଣ ମାନେ ବୁଲିଯାଇଥିବେ ନିଶ୍ଚୟ। ସେଥିମଧ୍ୟରୁ କିଛି ମନ୍ଦିରରେ ଅନେକ ରହସ୍ୟ ଲୁଚି ରହିଥାଏ ଏବଂ କିଛି ମନ୍ଦିରରେ ଭଗବାନଙ୍କ ଚମତ୍କାରିତା ଦେଖିବାକୁ ମିଳିଥାଏ, ଯାହାକୁ ନେଇ ସେହି ମନ୍ଦିର ଗୁଡିକ ସବୁଠି ପ୍ରସିଦ୍ଧ ଲାଭ କରେ। ଏଭଳି ଏକ ମନ୍ଦିର ହେଉଛି ଗୁଜୁରାଟର ସ୍ତମ୍ବେଶ୍ୱର ମନ୍ଦିର। ଏଠାରେ ଭଗବାନ ଖେଳନ୍ତି ଲୁଚକାଳି। ଏଥର ଏପିସୋଡରେ ଦେଖିବା ସ୍ତମ୍ବେଶ୍ୱର ମନ୍ଦିର କାହିଁକି ଦିନରେ ଦୁଇଥର ପାଣିରେ ବୁଡିଯାଏ ଏବଂ ମନ୍ଦିର ନିର୍ମାଣକୁ ନେଇ କଣ ରହିଛି କାହାଣୀ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri