ଜାନୁୟାରୀ ୩ ପର୍ଯ୍ୟନ୍ତ ନନ୍ଦନକାନନ ବନ୍ଦ

କଟକ ଅଫିସ, ୩୦।୧୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆଜି ଠାରୁ ଜାନୁୟାରୀ ୩ ଯାଏ ୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ଓମିକ୍ରନର ସଂକ୍ରମଣ ବଢ଼ୁଥିବା ସହ ନୂଆବର୍ଷରେ ପର୍ଯ୍ୟଟକଙ୍କର ଭିଡ଼କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ନେଇ ନନ୍ଦନକାନନ ଉପ ନିର୍ଦେଶକ ସୂଚନା ଦେଇଛନ୍ତି। ଏହା ସହ ବଟାନିକାଲ ଗାର୍ଡେନ ମଧ୍ୟ ପଯର୍‌ୟଟକଙ୍କ ପାଇଁ ବନ୍ଦ ରହିବ।

 

Share