Categories: ଜାତୀୟ

ୟୁଏନ୍‌ଏସ୍‌ସି: ସମୁଦ୍ର ସୁରକ୍ଷାକୁ ନେଇ ଆରମ୍ଭ ହେଲା ବୈଠକ

ନୂଆଦିଲ୍ଲୀ,୯ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି) ବୈଠକକୁ ସମ୍ବୋଧିତ କରିଛନ୍ତି । ଭିଡିଓ କନଫରେସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି ବୈଠକର ଅଧ୍ୟକ୍ଷତା କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଖୋଲା ଆଲୋଚନାରେ ଅଧ୍ୟକ୍ଷତା କରିଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ଏହି ବୈଠକର ଉଦ୍ଦେଶ୍ୟ ହେଉଛି କୌଶଳ କ୍ରମେ ମହତ୍ୱପୂର୍ଣ୍ଣ ସମୁଦ୍ର ମାର୍ଗରେ ଅଧ୍ୟକ୍ଷତା କରୁଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ସୂଚନାଯୋଗ୍ୟ, ଅଗଷ୍ଟ ପାଇଁ ୟୁଏନ୍‌ଏସ୍‌ସିର ଅଧ୍ୟକ୍ଷତା ଭାରତ ପାଖରେ ରହିଛି । ଆଲୋଚନା ଆରମ୍ଭରୁ ପ୍ରଧାନମନ୍ତ୍ରୀ ମୋଦି ସମୁଦ୍ର ସୁରକ୍ଷା ପାଇଁ ୫ ମୂଳ ସିଦ୍ଧାନ୍ତ ଉପରେ ଗୁରୁତ୍ୱ ଦେଇଛନ୍ତି ।

Share