Categories: ଫୁରସତ

ଭାରତର ‘ଜାତୀୟ ଖାଦ୍ୟ’ ଖେଚୁଡି, ବାଲାଂଦେଶର ଜାଣିଲେ…

‘ଖେଚୁଡି’ ଏଭଳି ଏକ ବ୍ୟଞ୍ଜନ, ଯାହା ଭାରତୀୟମାନଙ୍କୁ ବେଶ ପସନ୍ଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ଏହା ପ୍ରିୟ ଖାଦ୍ୟ। ଲୋକପ୍ରିୟତା ଯୋଗୁ ‘ଖେଚେଡି’କୁ ଭାରତର ‘ଜାତୀୟ ଖାଦ୍ୟ’ ମାନ୍ୟତା ମିଳିଛି। ହେଲେ ଯଦି କେହି ଆପଣଙ୍କୁ ବାଲାଂଦେଶର ‘ଜାତୀୟ ଖାଦ୍ୟ’ ବିଷୟରେ ପଚାରେ ତେବେ କ’ଣ ଆପଣ ନାମ କହିପାରିବେ? ହୁଏତ ନା। ବାଲାଂଦେଶର ଜାତୀୟ ଖାଦ୍ୟ ହେଉଛି ‘ଇଲିସି ତରକାରୀ’। ଏହା କୁ ଦେଶର ପାରମ୍ପରିକ ବ୍ୟଞ୍ଜନ ବୋଲି ମଧ୍ୟ କୁହାଯାଏ।

Share