Categories: ଜାତୀୟ

ଅରୁଣାଚଳ ପ୍ରଦେଶରେ ଭୂକମ୍ପ

ଇଟାନଗର,୨୨।୭: ଅରୁଣାଚଳରେ ଭୂକମ୍ପ ଝଟକା। ଶନିବାର ସକାଳ ୬.୫୬ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୩.୩ ମ୍ୟାଗ୍ନିଚ୍ୟୁଡ ରହିଛି। ତେବେ ଭୂକମ୍ପ ଯୋଗୁ ଧନଜୀବନ ନଷ୍ଟ ହେବାର କୌଣସି ଖବର ଆସିନାହିଁ। ଏହାପୂର୍ବରୁ ଶୁକ୍ରବାର ରାଜସ୍ଥାନର ଜୟପୁରରେ ଅଧ ଘଣ୍ଟା ମଧ୍ୟରେ ତିନୋଟି ଭୂକମ୍ପ ଅନୁଭୂତ ହୋଇଥିଲା।

Share