Categories: ଜାତୀୟ

ମେଘାଳୟରେ ଭୂକମ୍ପ ଅନୁଭୂତ

ଶିଲଙ୍ଗ,୧୭।୮: ମେଘାଳୟର ନଙ୍ଗପୋହରେ ଭୂକମ୍ପ ଝଟକା। ଗୁରୁବାର ଅପରାହ୍ନରେ ୩.୪ ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ନଙ୍ଗପୋହଠାରୁ ୪୦ କିଲୋମିଟର ଦୂର ଏବଂ ୧୦କିଲୋମିଟର ଗଭୀରରେ ଥିଲା।

Share