ଘୋଷଣା ହେଲା ୬୮ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର, ଅଜୟ ଦେବଗନ, ସୂର୍ଯ୍ୟାଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ

ନୂଆଦିଲ୍ଲୀ,୨୨ ।୭: ୬୮ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଘୋଷଣା ହୋଇଛି । ପୁରସ୍କାର ୫ଟି ଶ୍ରେଣୀରେ ଦିଆଯାଉଛି । ଏହି ପୁରସ୍କାର ୨୦୨୦ ବର୍ଷ ପାଇଁ ଦିଆଯାଉଛି । ଚଳିତ ବର୍ଷ ଫିଚର ଫିଲ୍ମ ଶ୍ରେଣୀରେ ୩୦୫ଟି ଫିଲ୍ମକୁ ନାମାଙ୍କନ ମିଳିଛି ।

ବେଷ୍ଟ ଆକ୍ଟର- ଅଜୟ ଦେବଗନ(ତାନାଜୀ: ଦ ଅନସଙ୍ଗ ୱାରିୟର), ସୂର୍ଯ୍ୟା(ସୋରାରଇ ପୋଟରୁ)
ବେଷ୍ଟ ହିନ୍ଦୀ ଫିଲ୍ମ -(ତୁଳସୀଦାସ ଜୁନିୟର(ଆଶୁତୋଷ ଗୋୱାରିକର)
ବେଷ୍ଟ ପପୁଲାର ଫିଲ୍ମ- ତାନାଜୀ: ଦ ଅନସଙ୍ଗ ୱାରିୟର
ବେଷ୍ଟ ଫିଚର ଫିଲ୍ମ- ସୋରାରଇ ପୋଟରୁ(ତାମିଲ)
ବେଷ୍ଟ ଡାଇରେକ୍ଟର- କେଆର୍ ସଚ୍ଚିଦାନନ୍ଦନ(ମଲୟାଲମ ଫିଲ୍ମ ଏକେ ଅୟ୍‌ୟପ୍ପନମ କୋଶିୟୁମ ପାଇଁ)
ବେଷ୍ଟ ଆକ୍ଟ୍ରେସ-ଅପର୍ଣ୍ଣା ବାଲମୁରଲୀ (ସୋରାରଇ ପୋଟରୁ)
ବେଷ୍ଟ ଗୀତିକାର- ମନୋଜ ମୁନ୍ତଶିର(ସାୟନା)
ବେଷ୍ଟ ବୁକ ଅନ୍ ସିନେମା – ଦ ଲଙ୍ଗେଷ୍ଟ କିସ – କିଶ୍ୱର ଦେଶାଇ ଏହାର ଲେଖକ
ବେଷ୍ଟ ନ୍ୟାଶନାଲ ଭଏସ ଓଭର ଆୱାର୍ଡ- ଶୋଭା ଥରୁର ଶ୍ରୀନିବାସନ – ଫିଲ୍ମ ରେପ୍ସୋଡି ଅଫ୍ ରେନ-ମନସୁନ ଅଫ୍ କେରଳ’
ବେଷ୍ଟ ମ୍ୟୁଜିକ ଡିରେକ୍‌ଶନ- ବିଶାଲ ଭରଦ୍ୱାଜ ( ୧୨୩୨ କିଲୋମିଟର)
ବେଷ୍ଟ ଫିଲ୍ମ ଅନ୍ ଫ୍ୟାମିଲି ଭାଲ୍ୟୁଜ – ଅଭିଜିତ ଦଲଭି
ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି ସେଟ – ମଧ୍ୟ ପ୍ରଦେଶ
ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି(ବିଶେଷ ଉଲ୍ଲେଖ) – ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶ
ବେଷ୍ଟ ଫିଲ୍ମ ଅନ୍ ସୋସିଆଲ ଇସ୍ୟୁ – ଜଷ୍ଟିସ ଡିଲେଡ ବଟ ଡିଲିଭର୍ଡ ଓ ଥ୍ରୀ ସିଷ୍ଟର୍ସକୁ ମିଳିତ ଭାବେ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଡୁଆ, ପୁଣି ପୋଲିସ ନିକଟରେ ହାଜର ହେବାକୁ ନୋଟିସ

ହାଇଦ୍ରାବାଦ,୨୩ା୧୨: ହାଇଦ୍ରାବାଦ ପୋଲିସ ସନ୍ଧ୍ୟା ଥିଏଟର ଦଳାଚକଟା ଘଟଣାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ନୂଆ ସମନ ଜାରି କରିଛି ହାଇଦ୍ରାବାଦ ଚିକ୍କଡପଲ୍ଲୀ ପୋଲିସ। ଘଟଣା ସମ୍ପର୍କରେ...

କୋର୍ଟରେ ବିଚାରପତିଙ୍କୁ ଚପଲ ଫିଙ୍ଗିଲେ ହତ୍ୟା ଅଭିଯୁକ୍ତ

ଠାଣେ,୨୩ା୧୨: ମହାରାଷ୍ଟ୍ର ଠାଣେ ଜିଲାର ଏକ ସେସନ୍ସ କୋର୍ଟରେ ଶନିବାର ଅପରାହ୍ନରେ ଶୁଣାଣି ବେଳେ ଜଣେ ୨୨ ବର୍ଷୀୟ ହତ୍ୟା ଅଭିଯୁକ୍ତ ବିଚାରପତିଙ୍କ ଉପରକୁ ଚପଲ...

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ୟାମ ବେନେଗାଲଙ୍କ ପରଲୋକ

ମୁମ୍ବାଇ: ବଲିଉଡକୁ ଉଜ୍ଜ୍ୱଳ ଚଳଚ୍ଚିତ୍ର ଦେଇଥିବା ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ୟାମ ବେନେଗାଲଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳେକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।...

କଟକଣା ହଟାଇଲେ କେନ୍ଦ୍ର ସରକାର: ଫେଲ୍‌ ହେଲେ ପରବର୍ତ୍ତୀ ଶ୍ରେଶୀକୁ ଯାଇ ପାରିବେ ନାହିଁ

ନୂଆଦିଲ୍ଲୀ,୨୩।୧୨: ଶିକ୍ଷାର ମାନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଥିଲା ବେଳେ ସୋମବାର ଆଉ ଏକ ନିୟମକୁ କଡ଼ାକଡ଼ି କରିଛନ୍ତି। ଏଣିକି ପଞ୍ଚମ...

ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି! ପୂରା ଖବର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୧୨: ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଛତିଶଗଡ଼ରୁ ଆସିଛି ଏଭଳି ଏକ ସଂଗୀନ ଅଭିଯୋଗ...

ଭାଜପାରେ ସାମିଲ ହେବେ ଛଗନ ଭୁଜବଳ? ଫଡନାଭିସଙ୍କୁ ଭେଟିବା ପଛରେ କ’ଣ ରହିଛି ରହସ୍ୟ ଜାଣନ୍ତୁ

ମୁମ୍ବାଇ,୨୩।୧୨: ମହାରାଷ୍ଟ୍ରରେ ମନ୍ତ୍ରଣାଳୟ ବିଭାଜନ ପରେ ମଧ୍ୟ ରାଜନନୈତିକ ଅସ୍ଥିରତା ଚରମ ସୀମାରେ ରହିଛି। କୌଣସି ବିଭାଗ ନ ପାଇ କ୍ରୋଧିତ ଏନସିପି ନେତା ଛଗନ...

ସଂସଦରେ ଠେଲାପେଲା ଘଟଣା: ଭାଜପାର ଦୁଇ ଏମ୍‌ପିଙ୍କୁ ହସ୍ପିଟାଲରୁ ମିଳିଲା ଛୁଟି

ନୂଆଦିଲ୍ଲୀ,୨୩।୧୨: ସଂସଦ କମ୍ପ୍ଲେକ୍ସରେ ବିରୋଧୀ ଓ ଏନଡିଏ ସଦସ୍ୟଙ୍କ ମଧ୍ୟରେ ନିକଟରେ ଝଗଡା ହୋଇଥିଲା। ଏହି ସମୟରେ ଦୁଇ ଭାଜପା ଏମପି ପ୍ରତାପ ଷଡଙ୍ଗୀ ଏବଂ...

ଆରଏସ୍‌ଏସ୍‌ ଆମର ଶାସକ ନୁହେଁ, ସଂଘ ମୁଖ୍ୟଙ୍କୁ ରାମଭଦ୍ରାଚାର୍ଯ୍ୟଙ୍କ ବାର୍ତ୍ତା

ନୂଆଦିଲ୍ଲୀ, ୨୩।୧୨: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ ନିକଟରେ କହିଥିଲେ ଯେ କେତେକ ଲୋକ ଅନୁଭବ କରୁଛନ୍ତି ଯେ ସେମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri