ଭୁବନେଶ୍ୱର,୧୩।୬(ବ୍ୟୁରୋ): ବନ୍ୟା, ବାତ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଆହୁରି ସୁଦୃଢ଼ ହେବ। ଯାହା ଆବଶ୍ୟକ, ଖୁବ ଶୀଘ୍ର କାମ ଆରମ୍ଭ ହେବ।
ଏସଆରସି ପ୍ରଦୀପ ଜେନାଙ୍କ ସହ ସୋମବାର ସମୀକ୍ଷା ବୈଠକ ପରେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହା କହିଛନ୍ତି । ସେ ଏସଆରସି ଅଫିସର ଏମର୍ଜେନ୍ସି ଅପରେଶନ ସେଣ୍ଟର ମଧ୍ୟ ପରିଦର୍ଶନ କରିଛନ୍ତି ।