Categories: Video

Naveen mistakes BJP’s Rajya Sabha nominee as his own! | ପ୍ରଥମେ ବିଜେଡି କହି, ପୁଣି କହିଲେ ଭାଜପା

BJD president Naveen Patnaik Friday announced the names of Rajya Sabha candidates for his party. Apart from Amar Patnaik and Sasmit Patra, he named Ashwini Kumar Vaishnaw as BJD’s candidate. Curiously, BJP had announced him as their RS candidate only a while earlier. Amidst confusion, the Chief Minister issued another statement clarifying that BJD was only supporting BJP’s candidate.

୩ଟି ରାଜ୍ୟସଭା ଆସନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି । ଘୋଷଣା କରିବାର କିଛି ସମୟ ପରେ ଭାଜପା ପକ୍ଷରୁ ଟୁଇଟ ଯୋଗେ ଅଶ୍ୱିନୀଙ୍କୁ ଦଳର ପ୍ରାର୍ଥୀ ବୋଲି କୁହାଯାଇଥିଲା। ଅଶ୍ୱିନୀ ପ୍ରକୃତରେ କେଉଁ ଦଳର ପ୍ରାର୍ଥୀ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଠିକ୍‌ ୧୦ମିନିଟ ପରେ ପୁନର୍ବାର ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ସାମ୍ନାକୁ ଆସି ଭାଜପା ପ୍ରାର୍ଥୀ ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ କରୁଛି ବୋଲି ସ୍ପଷ୍ଟ କରିଥିଲେ ।