ପୁଣି ଆଦିବାସୀଙ୍କ ପାଇଁ ସ୍ବର ଉଠାଇଲେ ନବୀନ, କହିଲେ…

ଭୁବନେଶ୍ୱର,୯।୮: ପୁଣି ଆଦିବାସୀଙ୍କ ସ୍ବାର୍ଥରେ ବାହାରିଲେ ନବୀନ । ଶଙ୍ଖ ଭବନରେ ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ହୋ, ମୁଣ୍ଡାରୀ, ଭୂମିଜ, ସଉରା ପରି ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ମାନ୍ୟତା ମିଳୁ ବୋଲି ବିଜେଡି ସୁପ୍ରିମୋ ଦାବି କରିଛନ୍ତି । ସେ କହିଛନ୍ତି, ଆଦିବାସୀଙ୍କ ଶିକ୍ଷା, ଜୀବନ ଜୀବିକା ସଶକ୍ତ କରିବା ପାଇଁ ଏହା ନିହାତି ଜରୁରୀ । ସେହିପରି ୧୬୯ ଗୋଷୀଙ୍କୁ ମଧ୍ୟ ମାନ୍ୟତା ମିଳୁ ବୋଲି ନବୀନ ଦାବି ଦୋହରାଇଛନ୍ତି ।

Share