Categories: ଜାତୀୟ

ସିଦ୍ଧୁଙ୍କୁ ମନାଇଲେ ଚନ୍ନି

ଚଣ୍ଡିଗଡ଼,୧।୧୦: ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି (ପିପିସିସି) ସଭାପତି ପଦ ଛାଡ଼ିଥିବା ନବଜୋତ୍‌ ସିଂ ସିଦ୍ଧୁ ଚଣ୍ଡିଗଡ଼ର ପଞ୍ଜାବ ଭବନରେ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନିଙ୍କୁ ଭେଟିଛନ୍ତି। ଚନ୍ନି ତାଙ୍କୁ ପଦରେ ରହିବା ପାଇଁ ମନାଇବାକୁ ଉଦ୍ୟମ କରିଥିବା କୁହାଯାଉଛି। ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ସେ ପିପିସିସିର ନେତୃତ୍ୱ ନେବେ ବୋଲି ସିଦ୍ଧୁଙ୍କ ସହଯୋଗୀ ମହମ୍ମଦ ମୁସ୍ତାଫା କହିଛନ୍ତି।

Share