Categories: ଜାତୀୟ

ଛତିଗଡ଼ରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ

ବିଜାପୁର,୨୧।୪: ଛତିଶଗଡ଼ ପୋଲିସ ଓ ଗ୍ରେହାଉଣ୍ଡ ଫୋର୍ସଙ୍କ ମିଳିତ ଉଦ୍ୟମରେ ବିଜାପୁରରେ ହୋଇଥିବା ଅପରେଶନରେ ରବିବାର ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପାମେଦ ଗାଁରେ ଅପରେଶନ ଚାଲିଥିବା ବେଳେ ଏଠାରେ ଥିବା ଏହି ମାଓବାଦୀଙ୍କୁ ଟାର୍ଗେଟ କରାଯାଇଥିବା କହିଛନ୍ତି ଆଣ୍ଟି ନକ୍ସଲ ଅପରେଶନର ଡେପୁଟି ଇନ୍ସପେକ୍ଟର ଜେନରାଲ ପି ସୁନ୍ଦରରାଜ।

Share