ନୟାଗଡ଼ ଅଫିସ,୮।୧: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଏସ୍ଆଇଟି ପକ୍ଷରୁ ହାଜର କରାଯାଇଥିଲା। ପୂର୍ବରୁ ଏସଆଇଟି ଆବେଦନ କରିଥିବା ନାର୍କୋ ଟେଷ୍ଟର ଶୁଣାଣି ଶୁକ୍ରବାର ହେବାକୁ ଥିବା ବେଳେ ଟେଷ୍ଟ ଲାଗି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ନାବାଳକ ତାଙ୍କର ଅସହମତି ପ୍ରକାଶ କରିଛନ୍ତି। ଏଥିରେ ସେ ଅମଙ୍ଗ ହୋଇଥିବା ଜଣାପଡ଼ିଛି।