Posted inଖେଳ

କ୍ରିକେଟରୁ ସନ୍ୟାସ ନେଲେ ଏହି ଖେଳାଳି

ନୂଆଦିଲ୍ଲୀ,୩।୮: ଭାରତୀୟ କ୍ରିକେଟ ଦଳର ଖେଳାଳି ମନୋଜ ତିୱାରୀ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସେ ଏହି ସୂଚନା ଦେଇଛନ୍ତି। ମନୋଜ ଟିମ ଇଣ୍ଡିଆ ପାଇଁ ୧୨ ଟି ଦିନିକିଆ ଏବଂ ୩ ଟି -୨୦ ମ୍ୟାଚ ଖେଳିଛନ୍ତି। ସେ ୨୦୧୫ ରେ ଟିମ ଇଣ୍ଡିଆ ପାଇଁ ଶେଷ ମ୍ୟାଚ ଖେଳିଥିଲେ। ଘରୋଇ କ୍ରିକେଟରେ ମନୋଜଙ୍କର ଭଲ ରେକର୍ଡ ରହିଛି।

ମନୋଜ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ଶେୟାର କରିବା ସହିତ ଲେଖିଛନ୍ତି, କ୍ରିକେଟକୁ ବିଦାୟ। କ୍ରିକେଟ ମୋତେ ସବୁକିଛି ଦେଇଛି। ମୁଁ ଯାହା ସ୍ବପ୍ନରେ ଦେଖିଥିଲି, ତାହା ପାଇଛି। ପିଲାଦିନରୁ ମୋତେ ପ୍ରଶିକ୍ଷଣ ଦେଇଥିବା ସମସ୍ତ କୋଚ୍‌ଙ୍କୁ ଧନ୍ୟବାଦ। ମୋର ଏହି ସଫଳତାରେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମୋର କୋଚ ମନବେନ୍ଦ୍ର ଘୋଷ ମୋର କ୍ରିକେଟ ଯାତ୍ରାରେ ସ୍ତମ୍ଭ ପରି ଠିଆ ହୋଇଥିଲେ। ମୋର ପିତାମାତାଙ୍କୁ ଧନ୍ୟବାଦ। ଉଭୟେ ମୋ ଉପରେ ଅଧ୍ୟୟନ କିମ୍ବା ଅନ୍ୟ କୌଣସି ପ୍ରକାର ଚାପ ପକାନ୍ତି ନାହିଁ। ମୋ ପତ୍ନୀଙ୍କୁ ଧନ୍ୟବାଦ ପ୍ରତ୍ୟେକ ପରିସ୍ଥିତିରେ ସେ ସବୁବେଳେ ମୋ ସହିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଳି ମାରିବାକୁ ନିର୍ଦ୍ଦେଶ ଦେଲେ PCB ଅଧ୍ୟକ୍ଷ, ପାକିସ୍ତାନରେ ବଢ଼ିଲା ଉତ୍ତେଜନା; ଚାମ୍ପିଅନ୍ସ ଟ୍ରଫି ଉପରେ କଳା ବାଦଲ

ଇସଲାମାବାଦ,୨୬।୧୧: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ହେବ। ଏହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଭାରତ ସରକାର ପାକିସ୍ତାନରେ ସୁରକ୍ଷାକୁ ନେଇ ବିପଦ...

ଆଇପିଏଲ୍‌ ଅକ୍ସନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଟିମ୍‌ କିଭଳି ହୁଅନ୍ତି ମାଲାମାଲ୍‌, ବିସିସିଆଇକୁ କେତେ ମିଳେ? ଜାଣନ୍ତୁ… 

ନୂଆଦିଲ୍ଲୀ,୨୬।୧୧: ଦୁନିଆର ସବୁଠୁ ଦାମୀ କ୍ରିକେଟ ଲିଗ୍‌ ଆଇପିଏଲ୍‌ ୨୦୨୫ ମାର୍ଚ୍ଚ ୧୪ରୁ ଆରମ୍ଭ ହେବ । ନିକଟରେ ଏହାର ମେଗା ଅକ୍ସନ ସମାପ୍ତ ହୋଇଛି।...

୧୮ ବର୍ଷୀୟ ନେଟ୍‌ ବୋଲର୍‌ଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷା କଲା ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ,୨୬।୧୧: ଆଇପିଏଲ ୨୦୨୫ ମେଗା ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ବଡ ନିଷ୍ପତ୍ତି ନେଇଛି। ମୁମ୍ବାଇ ଆଫଗାନିସ୍ତାନର ଆଲ୍ଲା ଗଜାନଫର କିଣିଛି। ତାଙ୍କୁ ମାତ୍ର ୧୮...

କିଏ ସେହି ବୈଭବ ସୂର୍ଯ୍ୟବଂଶୀ, ଯିଏ ମାତ୍ର ୧୩ ବର୍ଷ ବୟସରେ ହେଲେ କୋଟିପତି

ନୂଆଦିଲ୍ଲୀ,୨୬।୧୧: ସାଉଦି ଆରବର ଜେଦାହରେ ଆଇପିଏଲ ନିଲାମୀ ଶେଷ ହୋଇଥିବା ବେଳେ ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ସର୍ବକନିଷ୍ଠ ଖେଳାଳି ଭାବରେ ବିକ୍ରି ହୋଇ କୋଟିପତି...

IPL Auction: ୧୩ ବର୍ଷୀୟ ବ୍ୟାଟରଙ୍କ ଉପରେ ଟଙ୍କା ବର୍ଷା, ଏତେ କୋଟି ଟଙ୍କାରେ କିଣିଲା ଏହି ଟିମ୍

ନୂଆଦିଲ୍ଲୀ, ୨୫।୧୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ସିଜିନ୍ ପାଇଁ ଦୁଇ ଦିନିଆ ମେଗା ନିଲାମ ୨୪ ଏବଂ ୨୫ ନଭେମ୍ବରରେ ସାଉଦି ଆରବରରେ...

ଦ୍ୱିତୀୟ ଦିନ ମେଗା ନିଲାମରେ ଏହି ୩ ଭାରତୀୟ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ,୨୫।୧୧: ଆଇପିଏଲ ୨୦୨୫ ମେଗା ନିଲାମରେ ସମସ୍ତ ୧୦ଟି ଦଳ ପ୍ରଥମ ଦିନରେ ୪୬୭.୯୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି କାରଣରୁ ଦ୍ୱିତୀୟ ଦିନରେ...

”ଲାଗୁଛି ବହୁତ ଟଙ୍କା ଦେଇଦେଲି”, ରିଷଭ ପନ୍ତଙ୍କୁ ୨୭ କୋଟି ଟଙ୍କାରେ କିଣି ମନଦୁଃଖ କଲେ ଲକ୍ଷ୍ନୌ ମାଲିକ

ନୂଆଦିଲ୍ଲୀ,୨୫।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ ପାଇଁ ଦୁଇ ଦିନିଆ ନିଲାମ ଚାଲିଛି। ସୋମବାର ଏହାର ଦ୍ୱିତୀୟ ଦିନ ହୋଇଥିବା ବେଳେ ପ୍ରଥମ ଦିନରେ...

ଭୁବନେଶ୍ୱରଙ୍କୁ କିଣିବା ପାଇଁ ମୁମ୍ବାଇ-ଲକ୍ଷ୍ନୌ ମଧ୍ୟରେ ଟଣାଓଟରା: କିନ୍ତୁ, ବାଜି ମାରିନେଲା ଏହି ଟିମ୍‌

ନୂଆଦିଲ୍ଲୀ,୨୫।୧୧: ଭୁବନେଶ୍ୱର କୁମାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଯୋଗ ଦେଇଛନ୍ତି। ଆଇସିପି ୨୦୨୫ ମେଗା ନିଲାମର ଦ୍ୱିତୀୟ ଦିନରେ ଆରସିବି ଭୁଭିଙ୍କୁ ମୂଳ ମୂଲ୍ୟଠାରୁ ବହୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri