Posted inଖେଳ

ରୌପ୍ୟ ଜିତିବା ପଛର ପ୍ରକୃତ ଗୁମର ଖୋଲିଲେ ନୀରଜ ଚୋପ୍ରା

ପ୍ୟାରିସ,୯।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ଜାଭେଲିନ ଥ୍ରୋ ଇଭେଣ୍ଟରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିଲେ। ନୀରଜ ସ୍ବର୍ଣ୍ଣ ଜିତିବାରେ ବିଫଳ ହୋଇଥିଲେ। ୨୦୨୧ରେ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତି ନୀରଜ ଇତିହାସ ସୃଷ୍ଟି କରିଥିଲେ। ଏଥର ମଧ୍ୟ ନୀରଜଙ୍କଠାରୁ ସ୍ବର୍ଣ୍ଣ ଆଶା କରାଯାଉଥିଲା, କିନ୍ତୁ ସେ କେବଳ ରୌପ୍ୟରେ ପହଞ୍ଚି ପାରିଥିଲେ। ରୌପ୍ୟ ଜିତିବା ପରେ ନୀରଜ ପ୍ରକୃତ ସତ୍ୟ ପ୍ରକାଶ କରି କହିଛନ୍ତି, ସେ ଆହତ ଥିବା କହିଛନ୍ତି। ଆଘାତ ସତ୍ତ୍ୱେ ନୀରଜ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଥିଲେ।

ନୀରଜ କହିନ୍ତି, ମୋର କଚଟିରେ ଆଘାତ ସମସ୍ୟା ରହିଛି। ମୁଁ ଡାକ୍ତରଙ୍କ ସହିତ ପରାମର୍ଶ କରିବି। ବୋଧହୁଏ ଅସ୍ତ୍ରୋପଚାର ଆବଶ୍ୟକ।

ରୌପ୍ୟ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କ ମା’ ମଧ୍ୟ ତାଙ୍କ ଆଘାତ ବିଷୟରେ କହିଥିଲେ। ନୀରଜଙ୍କ ମା’ କହିଥିଲେ, ନୀରଜ ଆହତ ହୋଇଛନ୍ତି। ରୌପ୍ୟ ପଦକ ତାଙ୍କ ପାଇଁ ସ୍ବର୍ଣ୍ଣଠାରୁ କମ ନୁହେଁ।
ଅଲିମ୍ପିକ୍ସ ଜାଭେଲିନ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଲା। ପାକିସ୍ତାନର ଅର୍ଶଦ ନଦିମ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିଭଳି ଇଭେଣ୍ଟରେ ଗ୍ରେନାଡାର ଆଣ୍ଡରସନ ପିଟର୍ସ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖରାପ ପ୍ରଦର୍ଶନ ପାଇଁ ଖୁବ୍‌ ଟ୍ରୋଲ ହେଉଛନ୍ତି ପନ୍ତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ ୨୦୨୫ ରିଷଭ ପନ୍ତଙ୍କ ପାଇଁ ଭଲ ନଥିଲା। ଏପର୍ଯ୍ୟନ୍ତ ସେ ଦୁଇଟି ମ୍ୟାଚ ଖେଳି ସାରିଛନ୍ତି। ଏହି ସମୟରେ ତାଙ୍କ ବ୍ୟାଟ ରନ...

ଲକ୍ଷ୍ନୌରକୁ ଜିତାଇଲେ ପୁରନ୍‌-ମାର୍ଶ

ହାଇଦ୍ରାବାଦ,୨୭ା୩: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍‌ଏସ୍‌ଜି) ୫ ଉଇକେଟରେ ସନରାଇଜର୍ସ ହାଇଦ୍ରବାଦ (ଏସ୍‌ଆରଏଚ୍‌)କୁ ପରାସ୍ତ...

IPL 2025: କିଏ ସେହି ପ୍ରିନ୍ସ ଯାଦବ? ଯାହାଙ୍କ ସାମ୍ନାରେ କ୍ଲିନ ବୋଲ୍ଡ ହେଲେ ଟ୍ରାଭିସ ହେଡ

ନୂଆଦିଲ୍ଲୀ,୨୭।୩: IPL ୨୦୨୫ରେ, ଅଜଣା ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନ ସହିତ ନିଜର ଛାପ ସୃଷ୍ଟି କରୁଛନ୍ତି। ଏବେ ଏହି ତାଲିକାରେ ଦିଲ୍ଲୀର ପ୍ରିନ୍ସ ଯାଦବଙ୍କ ନାମ...

ଭାରତୀୟ ଦଳର କୋଚିଂ ଷ୍ଟାଫ୍‌ରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୭ା୩: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଲାଗି ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସପୋର୍ଟ ଷ୍ଟାଫରେ କିଛି ବଡ଼ ପରିବର୍ତ୍ତନ କରାଯାଇପାରେ। ଏକ...

WPLରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୨୭ା୩: ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)ର ଗତ ୩ ବର୍ଷରେ ଜବରଦସ୍ତ ବୃଦ୍ଧି ଆସିଛି। କିନ୍ତୁ ଲିଗ୍‌ର ଦଳ ସଂଖ୍ୟାରେ ବୃଦ୍ଧି କରିବାକୁ ଏବେ କୌଣସି...

ପୁଣି ଭାରତୀୟ ବକ୍ସିଂ ମହାସଂଘ ନିର୍ବାଚନ ବାତିଲ

ନୂଆଦିଲ୍ଲୀ,୨୭ା୩: ଆସନ୍ତା ୨୮ ତାରିଖରେ ଭାରତୀୟ ବକ୍ସିଂ ମହାସଂଘ (ବିଏଫ୍‌ଆଇ)ର ହେବାକୁଥିବା ନିର୍ବାଚନକୁ ବୁଧବାର ମହାସଂଘ ବାତିଲ କରିଦେଇଛି। ଇଲେକ୍ଟୋରାଲ କଲେଜରୁ ବାଦ୍‌ ଦିଆଯାଇଥିବା ନାମକୁ...

କ୍ୟାଚ ସହଜ କରିବାକୁ ଅନନ୍ୟ କୌଶଳ ଆପଣାଇ ଚର୍ଚ୍ଚାରେ Quinton De Kock, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୭।୩: ବୁଧବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସର ୱିକେଟକିପର କ୍ୱିଣ୍ଟନ ଡି କକ ତାଙ୍କର କ୍ରିକେଟ ଜ୍ଞାନର ଖୁବ ଭଲ ପ୍ରଦର୍ଶନ କରିଥିଲେ।...

ତୁର୍କି ସିରିଜରେ ନଜର ଆସିଲେ ବିରାଟ କୋହଲି? ଆଖିରୁ ଦାଢି ସବୁ ସମାନ, ଧୋକା ଖାଇଯିବ ଆଖି

ନୂଆଦିଲ୍ଲୀ,୨୭।୩: କୁହାଯାଏ ଯେ ବିଶ୍ୱରେ ସାତ ଜଣ ଲୋକ ଅଛନ୍ତି ଯେଉଁମାନଙ୍କର ମୁହଁ ସମାନ, କିନ୍ତୁ ଏହି ଲୋକମାନେ ମୁହାଁମୁହିଁ ହେବା ବହୁତ କମ। ବେଳେବେଳେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image