Posted inVideo

ଚାଷୀ ପୁଅ ନୀରଜଙ୍କ ଅଲିମ୍ପିକ୍ସ ଯାତ୍ରା. . .

Featured Video Play Icon

ଟୋକିଓ ଅଲିମ୍ପିକ୍ସରେ ଜାଭଲିନ୍ ଥ୍ରୋରେ ଭାରତ ପାଇଁ ପ୍ରତିନିଧୀତ୍ୱ କରି ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରା ଏବେ ୧୩୫କୋଟି ଭାରତୀୟଙ୍କ ଲାଗି ଗର୍ବ । ଅଲିମ୍ପିକ୍ସ ଇତିହାସରେ ଭାରତକୁ ଏଯାବତ କେବଳ ୯ଟି ସ୍ୱର୍ଣ୍ଣ ପଦକ ମିଳିଥିଲା, ନୀରଜ ସ୍ୱର୍ଣ୍ଣ ଜିତିବା ପରେ ଏହି ସଂଖ୍ୟା ୧୦ରେ ପହଂଚିଛି । ନୀରଜ ଜାଭଲିନ୍ ଥ୍ରୋରେ ଇତିହାସ ରଚିବା ଏବଂ ଆଥଲେଟସରେ ସ୍ୱର୍ଣ୍ଣ ମେଡାଲ ଜିତିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ । ଆମ ଦେଶରେ କ୍ରିକେଟ ଖେଳାଳୀଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳୀଙ୍କ ଏଭଳି ପ୍ରସୋତ୍ସାହନ ମିଳିନଥାଏ ଯେତିକି କି ମିଳିବା କଥା । ହେଲେ ନୀରଜ ଚୋପ୍ରା ମାତ୍ର ୨୩ ବର୍ଷ ବୟସରେ ଇତିହାସ ରଚିବା ସହ ସବୁ ଯୁବପୀଢିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ତେବେ ଚାଲନ୍ତୁ ଆଜିର ଏପିସୋଡରେ ଜାଣିବା ନୀରଜ ଚୋପ୍ରାଙ୍କ ଅଲିମ୍ପିକ୍ସ ଯିବାର ଜର୍ଣ୍ଣି କିଭଳି ରହିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri