Advertisement
Categories: ଜାତୀୟ

ପ୍ରକାଶ ପାଇଲା ଏନଇଇଟି ପରୀକ୍ଷା ଫଳ: ପ୍ରଭଞ୍ଜନ ଜେ -ବୋରା ବରୁଣ ଚକ୍ରବର୍ତ୍ତୀ ଟପ୍ପର…

ନୂଆଦିଲ୍ଲୀ,୧୩।୬ : ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ସ୍ନାତକ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ଏନଇଇଟି ୟୁଜି ୨୦୨୩ର ପରୀକ୍ଷା ଫଳ ପ୍ରକାଶ କରିଛି। ସୂଚନାନୁସାରେ, ତାମିଲନାଡୁର ପ୍ରଭଞ୍ଜନ ଜେ ଏବଂ ଆନ୍ଧ୍ରପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ ୯୯.୯୯ ପ୍ରତିଶତ ସହ ଏନଇଇଟି ପରୀକ୍ଷାରେ ଶୀର୍ଷରେ ରହିଛନ୍ତି।

ଏନଟିଏ ପକ୍ଷରୁ କୁହାଯାଇଛି ଅଧିକାଂଶ ସଫଳ ପ୍ରାର୍ଥୀ ଉତ୍ତରପ୍ରଦେଶର। ଏହା ପରେ ମହାରାଷ୍ଟ୍ର ଏବଂ ରାଜସ୍ଥାନର ସ୍ଥାନ ଅଛି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share