Categories: ଫୁରସତ

ନେପାଳ ଭୂକମ୍ପ: ସତ ହେଲା ଭବିଷ୍ୟବାଣୀ, ୨୦୨୫ରେ ଆଗକୁ ମାଡିଆସୁଛି ଆହୁରି…

ନୂଆଦିଲ୍ଲୀ,୭।୧: ନେପାଳର ସୀମା ନିକଟ ତିବ୍ଦତର ଶିଗାଟେରେ ଆଜି ସକାଳୁ ସକାଳୁ ବଡ଼ ଧରଣୀ ଭୂକମ୍ପ ହୋଇଛି। ଯାହାକୁ ନେଇ ଆଖପାଖ ଅନେକ ଦେଶମାନେ ଭୟଭୀତ ହୋଇପଡିଛନ୍ତି। ଏଥି ସହିତ, ଏହି ଭୂକମ୍ପ ଯୋଗୁଁ ତିବ୍ଦତ, ନେପାଳ ଏବଂ ଭାରତର ଦିଲ୍ଲୀ-ଏନସିଆର, ବିହାର ଏବଂ ପଶ୍ଚିମବଙ୍ଗର ଅନେକ ଅଞ୍ଚଳ, ଚାଇନାର ଅନେକ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି।

ରିକ୍ଟର ସ୍କେଲର ପ୍ରଥମ କମ୍ପନର ତୀବ୍ରତା ୭.୧ ରେ ମାପ କରାଯାଇଥିଲା, ଯାହା ସକାଳ ୬ଟା ୩୫ରେରେ ଘଟିଥିଲା, ସେହି ସମୟରେ ଏହି ଭୂକମ୍ପରେ ବହୁ ସଂଖ୍ୟାରେ ମୃତ୍ୟୁ ହୋଇଛି। ତେବେ ଜାଣି ତାଜୁବ ହେବେ ଯେ, ୨୦୨୫ ପାଇଁ ନାଷ୍ଟ୍ରେଦମସ ଏହି ଭୟଙ୍କର ଭବିଷ୍ୟବାଣୀ କରିଥିଲେ।

Share