ନେପାଳ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ ସୀତାଙ୍କ ପରଲୋକ…

କାଠମାଣ୍ଡୁ,୧୨।୭ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲଙ୍କ ପ୍ରଚଣ୍ଡଙ୍କର ସ୍ତ୍ରୀ ସୀତା ଦହଲଙ୍କ ଦେହାନ୍ତ ହୋଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ସୀତା ଦହଲ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ।
ପ୍ରାୟ ଦୁଇ ବର୍ଷ ପୂର୍ବେ ପୁଷ୍ପ କମଲ ଦହଲ ମଧ୍ୟ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ମୁମ୍ବାଇ ଆସିଥିଲେ। ତାଙ୍କ ସୀତା ଦହଲ ପାର୍କିନ୍ସନ ଭଳି ଲକ୍ଷଣରେ ପୀଡିତ ଥିଲେ।

Share