Categories: ଖେଳ

ନେଦରଲାଣ୍ଡ-ଦକ୍ଷିଣ ଆଫ୍ରିକା ମ୍ୟାଚ: ବର୍ଷା ଯୋଗୁ ୪୩ ଓଭର ଖେଳ ନିଷ୍ପତ୍ତି…

ଧର୍ମଶାଳା,୧୭।୧୦ : ବିଶ୍ୱକପ ୨୦୨୩ର ୧୫ ତମ ମ୍ୟାଚ ହିମାଚଳପ୍ରଦେଶର ଧର୍ମଶାଳାର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳା ଯାଉଛି। ଟସ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବେଭୁମା ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ନେଦରଲାଣ୍ଡ ଦଳ ବ୍ୟାଟିଂ ଅଧିନାୟକ ସ୍କଟ ଏଡଓ୍ବାଡଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଛି। ତେବେ ବର୍ଷା ଯୋଗୁ ଖେଳ ୪୩ ଓଭର କରିବାକୁ ମ୍ୟାଚ ଅମ୍ପାୟର ଘୋଷଣା କରିଛନ୍ତି।

 

Share