ସରୁନି ଟଙ୍କାଗଣା ଆହୁରି ଲାଗିବ ଦୁଇଦିନ

ବଲାଙ୍ଗୀର ୧୦।୧୨: ବଲାଙ୍ଗୀର ସୁଦପଡା ମଦଭାଟିରେ ରବିବାର ଆୟକର ବିଭାଗର ଚଢ଼ାଉ ଚାଲିଛି । ୫୦ଟି ମେଶିନରେ ଟଙ୍କା ଗଣତି ଜାରି ରହିଛି। ତେବେ ପୁଳା ପୁଳା ଟଙ୍କା ବାହାରୁଥିବାରୁ ଗଣନା ସରୁନି। ଏହା ଆହୁରି ଦୁଇଦିନ ଲାଗିବ ବୋଲି ଅନୁମାନ କରାଯାଉଛି।

Share