ଐତିହ୍ୟ ଓ ଭାଇଚାରାର ସହର କଟକ। ଏଠାରେ ଭାଇ ଭାଇ ପରି ମିଶିକି ରହିବା ଏକାଠି ପର୍ବପର୍ବାଣୀ ପାଳନ କରିବା ବାଲି ଯାତ୍ରା ବୁଲିବା ସବୁ କିଛି ନିଆରା। ଆଉ ଏବେ ଏସସିବି ମେଡିକାଲ ଚର୍ତୁପାଶ୍ୱର୍ ସମ୍ପ୍ରସାରଣ କରାଯାଉଥିବା ବେଳେ ଏହାର ଆଖପାଖ ଅଂଚଳର ଦୃଶ୍ୟ ଏବେ ବଦଳିଯାଇଛି। ଯୋବ୍ରା ଅଂଚଳରେ ନୂଆ କରି ହୋଇଥିବା ରୋଡ ବେଶ ଆକର୍ଷଣୀୟ ହୋଇଛି। ଲାଗୁଛି ଯେମିତି କଟକ ବି ସ୍ମାର୍ଟ ସିଟି ଭଳି ସଜେଇ ହୋଇଯାଇଛି । ଚାଲନ୍ତୁ ଦେଖିବା କିଭଳି ରହିଛି ଏଠାକାର ଦୃଶ୍ୟ।