ନିଅଁ। ଲଗାଇଲେ ନିଆ

ମୁମ୍ବାଇ, ୧୭ା୧୨: ବ୍ଲାକ କଲରର ବୋଲ୍ଡ ଡ୍ରେସ୍‌ରେ ନେକ୍‌ଲେସ୍‌ ଓ  ଓଠରେ ଲାଲ୍‌ ଲିପ୍‌ଷ୍ଟିକ୍‌। ଟେଲିଭିଜନ ଅଭିନେତ୍ରୀ ନିଆ ଶର୍ମାଙ୍କ ଏଭଳି ଫଟୋ ଇଣ୍ଟରନେଟ୍‌ରେ ନିଅଁ। ଲଗାଇ ଦେଇଛି। ହିନ୍ଦୀ ସିରିଏଲ ଜମାଇ, ନାଗିନ୍‌-୪ର ଏହି ଆକ୍ଟ୍ରେସ ଫଟୋକୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଛି। ବହୁ ସଂଖ୍ୟାରେ ଫଲୋଅର୍ସ ଏହାକୁ ପସନ୍ଦ କରିଛନ୍ତି। ଇଣ୍ଟରନେଟରେ ସେକ୍ସି ପୋଜର ଫଟୋ ଛାଡିବାରେ ମାହିର ନିଆ ଏଭଳି ଫଟୋର ଏକ ସିରିଜ ପୋଷ୍ଟ କରି ପ୍ରଶଂସକଙ୍କୁ ପାଗଳ କରିଛନ୍ତି। ନାଗିନ୍‌-୪କୁ ବର୍ଷେ ପୂରିବା ଅବସରରେ ଗତ ସୋମବାର ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟି ଥିଲା।

Share