Categories: ଖେଳ

ଅକ୍ଟୋବର ୭ରୁ ପ୍ରୋ କବାଡ଼ି ନୂଆ ସିଜନ

ମୁମ୍ବାଇ,୨୬ା୮: ପ୍ରୋ କବାଡ଼ି ଲିଗ (ପିକେଏଲ୍‌)ର ୯ମ ସଂସ୍କରଣ ଅକ୍ଟୋବର ୭ରୁ ଆରମ୍ଭ ହେବ। ଏଥିପାଇଁ ଗତ ଅଗଷ୍ଟ ୫ ଓ ୬ରେ ଖେଳାଳି ନିଲାମ ସରିଛି। ଇଭେଣ୍ଟ ଆୟୋଜକ ମାଶାଲ ସ୍ପୋଟର୍‌ସ ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି। କୋଭିଡ୍‌ ଯୋଗୁ ଏହାର ଗତ ସିଜନ ବିନା ଦର୍ଶକରେ ଖେଳାଯାଇଥିଲା। ପ୍ରତିଯୋଗିତା ବେଙ୍ଗାଲୁରୁ, ପୁଣେ ଓ ହାଇଦ୍ରାବାଦସ୍ଥିତ ଷ୍ଟାଡିୟମରେ ଖେଳାଯିବ।

Share