Categories: Video

କରୋନାର ନୂଆ ଲକ୍ଷଣ

ସାରା ଦେଶ ଏବେ କରୋନାର ଦ୍ୱିତୀୟ ଲହରକୁ ନେଇ ବେହାଲ । ଏବେ ଦୈନିକ ସଂକ୍ରମଣ ଏକ ଲକ୍ଷ ଅତିକ୍ରମ କରୁଛି । ଯାହା ଏବେ ଉଭୟ ରାଜ୍ୟ ଓ କେନ୍ଦ୍ର ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆମ ରାଜ୍ୟରେ ମଧ୍ୟ ଦୈନିକ ସଂକ୍ରମଣ ସଂଖ୍ୟା ଏକ ହଜାର ଉପରେ ରହୁଛି ।