Categories: ବାଣିଜ୍ୟ

ରିଲାକ୍ସୋ ଫୁଟ୍‌ୱେର୍ସର ନୂତନ ଟିଭିସି

ନୂଆଦିଲ୍ଲୀ,୨୬।୪: ଦେଶର ପ୍ରମୁଖ ଫୁଟ୍‌ଓ୍ବେର କମ୍ପାନୀ ରିଲାକ୍ସୋ ଫୁଟୱେର୍ସ ଲିମିଟେଡ୍‌ର ଲୋକପ୍ରିୟ ବ୍ରାଣ୍ଡ୍‌ ଫ୍ଲାଇଟ୍‌ର ନୂତନ ଟିଭିସି ‘ସର ଉଠା କଦମ ବଢ଼ା’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ଯେତେବେଳେ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ସେମାନଙ୍କ ଜୀବନ ପରାଜିତ ପଥକୁ ନେଇଥାନ୍ତି। ଏପରିକି ସେମାନଙ୍କ ମଧ୍ୟରୁ କେତେକେ ନିଜକୁ ଭିତରୁ ଦୃଢ଼ କରିବାକୁ ଚେଷ୍ଟା କରିଥାନ୍ତି। ଏ ସମ୍ପର୍କରେ ରିଲାକ୍ସୋ ଫୁଟୱେର୍ସ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ସେଲ୍‌ସ ଆଣ୍ଡ ମାର୍କେଟିଂ) ଗୌରବ ଦୁଆ କହିଛନ୍ତି, ଏହି ଅଭିଯାନ ବିଶେଷକରି ବ୍ରାଣ୍ଡ୍‌ର ପ୍ରଚାର ସହ ଏକ ସତ କାହାଣୀକୁ ସୁନ୍ଦର ଭାବେ ପରିବେଷଣ କରୁଛି। ଏପରିକି ଫ୍ଲାଇଟ୍‌ ଜରିଆରେ ଯାତ୍ରା କରୁଥିବା ବେଳେ ମନରେ ଅନେକ ପ୍ରଶ୍ନ ଉଠିଛି। ରାସ୍ତାରେ ଯାଉଥିବା ଏକ ଭାବପ୍ରବଣ ରୋଲ୍‌ର କୋଷ୍ଟରକୁ ତାହା କ୍ୟାପ୍‌ଚର କରିଥାଏ ଏବଂ ରାସ୍ତାରେ ଆସୁଥିବା ଗ୍ରାଇଣ୍ଡ୍‌ ଆଣ୍ଡ୍ରାଇଜେସନ୍ସକୁ ନେଇଥାଏ। ସେହିଭଳି ଏଲ୍‌ ଆଣ୍ଡ କେ ତଥା ସାଚି ଏବଂ ସାଚିର ସିଇଓ ପରିତୋଷ ଶ୍ରୀବାସ୍ତବ କହିଛନ୍ତି, ଫ୍ଲାଇଟ୍‌ ସବୁବେଳେ ଆମ ଗ୍ରାହକଙ୍କ ଜୀବନରେ ଏକ ବିଶ୍ୱସ୍ତ ଅଂଶୀଦାର ହୋଇଆସିଛି। ଏପରିକି ବ୍ରାଣ୍ଡ୍‌ର ସେହି ଗୁଣ ଦ୍ୱାରା ବଜାର ଅଗ୍ରଣୀ ହୋଇପାରିଛି। ୨ବର୍ଷ ପୂର୍ବେ ଏହି ଅଭିଯାନ ଜନ୍ମ ହୋଇଥିଲା, ଯେଉଁଥିରେ ଫ୍ଲାଇଟ୍‌ ପ୍ରତି ବ୍ରାଣ୍ଡ୍‌ ପ୍ରେମ, ସ୍ଥିତି ଏବଂ ସମ୍ମାନ ସୃଷ୍ଟି କରାଯାଇଥିଲା। ପ୍ରଥମ ଅଭିଯାନରେ ବ୍ରାଣ୍ଡ୍‌କୁ ବହୁ ପରିମାଣରେ ସଫଳତା ଦେଇଥିଲା। ଅପରପକ୍ଷରେ ଫ୍ଲାଇଟ୍‌ର ନୂତନ ଟିଭିସି ଅଭିଯାନ ‘ସର ଉଠା କଦମ ବଢ଼ା’ ଏକ ନିଚ୍ଛକ ଭାବନା ଉପରେ ନିର୍ଭର କରିଥାଏ। ଏହା ଆମ ସମସ୍ତଙ୍କ ଭିତରେ ଗଭୀର ଆବେଗ ତଥା ସେଠାରେ ଭାବପ୍ରବଣ ସଂଯୋଗ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି।

Share