The excitement to welcome New Year 2020 is quite high among everyone. Celebrities are no exception. As the world welcomes and celebrates 2020, here is what Odia film stars have to say on the first morning of the year.
୨୦୨୦ର ପ୍ରଥମ ସକାଳକୁ ଆମେ ସମସ୍ତେ ସ୍ବାଗତ କରିଛେ। ତେବେ ଓଲିଉଡ ଷ୍ଟାରମାନେ କେମିତି ପାଳିବେ ନୂଆବର୍ଷକୁ ଆଉ ସେମାନେ ଫ୍ୟାନମାନଙ୍କୁ କ’ଣ ଦେଉଛନ୍ତି ନୂଆବର୍ଷର ଶୁଭେଛା, ଆସନ୍ତୁ ଦେଖିବା ଏହି ଭିଡିଓରେ।