Posted inଫୁରସତ

ବିଭିନ୍ନ ରଙ୍ଗର ଅନ୍ତଃବସ୍ତ୍ର ଟାଙ୍ଗି ନୂଆବର୍ଷକୁ କରାଯାଏ ସ୍ବାଗତ, ପଛରେ ରହିଛି ଏହି କାରଣ

ସାଧାରଣତଃ ଭୋଜିଭାତ, ନାଚଗୀତର ଆସରରେ ସମଗ୍ର ବିଶ୍ୱରେ ଇଂରାଜୀ ନବବର୍ଷକୁ ସ୍ବାଗତ କରାଯାଇଥାଏ। ମାତ୍ର ଦୁନିଆରେ ଏମିତି କିଛି ଦେଶ ବା ସ୍ଥାନ ଅଛି ଯେଉଁଠାରେ ନୂତନବର୍ଷକୁ ଅତି ଅଦ୍ଭୁତ ଢଙ୍ଗରେ ପାଳନ କରାଯାଇଥାଏ। କେଉଁଠି ଚେୟାର, ସୋଫା ଫିଙ୍ଗା ଯାଇଥାଏ ତ ଆଉ କେଉଁଠି ଖାଦ୍ୟ ପ୍ଲେଟ ଭାଙ୍ଗିବା ଏବଂ କାଗଜ ଉଡ଼ାଯିବାର ପରମ୍ପରା ରହିଛି। ଆଉ କେଉଁଠି ବିଭିନ୍ନ ରଙ୍ଗର ଅନ୍ତଃବସ୍ତ୍ର ଟାଙ୍ଗି ନୂଆବର୍ଷକୁ ସ୍ବାଗତ କରିଥାନ୍ତି ଲୋକେ। ଜାଣନ୍ତୁ ଏପରି ଦେଶ ସମ୍ପର୍କରେ…

ଦକ୍ଷିଣ ଆମେରିକା:
ଏଠାରେ ବିଭିନ୍ନ ରଙ୍ଗର ଅନ୍ତଃବସ୍ତ୍ର ପିନ୍ଧା ଯାଇ ନୂତନବର୍ଷକୁ ସ୍ବାଗତ କରାଯାଇଥାଏ। ମେକ୍ସିକୋ, ବୋଲିଭିଆ ଏବଂ ବ୍ରାଜିଲ ପରି ଦକ୍ଷିଣ ଆମେରିକୀୟ ଦେଶରେ, ନୂତନ ବର୍ଷରେ ଅନ୍ତଃବସ୍ତ୍ରର ରଙ୍ଗ ପରବର୍ତ୍ତୀ ବର୍ଷ କ’ଣ ହେବ ତାହା ସ୍ଥିର କରିଥାଏ ବୋଲି ବିଶ୍ୱାସ ରହିଛି। ଏଥିସହିତ ଭାଗ୍ୟ କିପରି ହେବ ତାହା ଏହି ଅନ୍ତଃବସ୍ତ୍ରରୁ ହିଁ ଲୋକେ ଅନୁମାନ କରିନିଅନ୍ତି। ଯେଉଁମାନେ ପ୍ରେମ ପାଇବାକୁ ଚାହାନ୍ତି ସେମାନେ ନାଲି ରଙ୍ଗର ଅନ୍ତଃବସ୍ତ୍ର ପିନ୍ଧିଥାନ୍ତି। ଯେଉଁମାନେ ଟଙ୍କା ଆବଶ୍ୟକ କରନ୍ତି ସେମାନେ ହଳଦିଆ ରଙ୍ଗର ଏବଂ ଯେଉଁମାନେ ଶାନ୍ତି ଚାହୁଁଛନ୍ତି, ସେମାନେ ଧଳା ରଙ୍ଗର ଅନ୍ତଃବସ୍ତ୍ର ପିନ୍ଧି ନୂଆବର୍ଷ ପାଳନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ...

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB...

ପୁରୁଷଙ୍କୁ ମଧ୍ୟ ସମ୍ମାନ ଦେବା ଜରୁରୀ

ପ୍ରତିବର୍ଷ ନଭେମ୍ବର ୧୯ରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ। ୬୦ରୁ ଅଧିକ ଦେଶ ପୁରୁଷ ଦିବସ ପାଳନ କରନ୍ତି। ଏହି ଅବସରରେ ଅନେକ ପ୍ରକାରର...

କ୍ୟାନ୍ସରକୁ ଭଲ କରିପାରେ କରୋନା ! ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୮।୧୧: ମହାମାରୀ କୋଭିଡ୍‌-୧୯ ଭୂତାଣୁ ସାରା ବିଶ୍ୱକୁ ଥରାଇ ଦେଇଥିଲା। କୋଭିଡ୍‌-୧୯ ସଂକ୍ରମଣରେ ଲକ୍ଷାଧିକ ଲୋକ ଜୀବନ ହରାଇଥିଲେ। ଏହି ମହାମାରୀ କୋଭିଡ୍‌-୧୯ ଭୂତାଣୁ କ୍ୟାନ୍ସର...

ଚାଇନା ଆକାଶରେ ଦେଖାଗଲା ୭ଟି ସୂର୍ଯ୍ୟ, ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିବେନି, ଭାଇରାଲ ହେଉଛି…

ଅନେକ ଥର ପ୍ରକୃତି ଆପଣଙ୍କୁ ଏପରି ଦୃଶ୍ୟ ଦେଖାଏ ଯାହା କେବଳ ପ୍ରକୃତିର ନିୟମ ହେତୁ ସମ୍ଭବ ହୋଇପାରେ। ଏପରି ଏକ ମାମଲା ଚାଇନାରୁ ଆସିଛି,...

ଥାନାରେ ପହଞ୍ଚିଲା କୁକୁଡ଼ା ମାରିବା ମାମଲା, ଅଭିଯୁକ୍ତଙ୍କୁ ହୋଇପାରେ ୫ ବର୍ଷ ଜେଲ!

ଲକ୍ଷ୍ନୌ,୧୭।୧୧: ଉତ୍ତରପ୍ରଦେଶର କୌଶମ୍ଭି ଜିଲାରେ ଏକ ନିଆରା ମାମଲା ସାମ୍ନାକୁ ଆସିଛି ଯେଉଁଠି ଜଣେ ଯୁବକ ତାଙ୍କ ପୋଷା କୁକୁଡ଼ା ହତ୍ୟା ପରେ ନ୍ୟାୟ ପାଇବା...

କୃଷ୍ଣଙ୍କ ମନ୍ତ୍ର ଶୁଣି ମରଣ ମୁହଁରୁ ଫେରିଆସିଲା ମାଙ୍କଡ଼! ଭିଡିଓ ଦେଖିଲେ ଝରିବ ଲୁହ… 

ରାସ୍ତା ମଝିରେ ନିସ୍ତେଜ ହୋଇ ପଡ଼ି ରହିଥିଲା ମାଙ୍କଡଟିଏ। ଗାଡ଼ି ମୋଟରରେ ଚାଲି ଯାଉଥିବା ଲୋକମାନେ ଦେଖି ଘଡ଼ିଏ ଅଟକି ଯାଉଥିଲେ। ହେଲେ ମରି ଯାଇଛି...

ଏହିଦିନ ପାଳନ କରାଯାଏ ଜାତୀୟ କଣ୍ଡୋମ ଦିବସ, ଜାଣିଲେ ହସି ହସି ବେଦମ ହେବେ…

କଣ୍ଡୋମ କେବଳ ଏକ ସାମାଜିକ ଶବ୍ଦ ନୁହେଁ, କିନ୍ତୁ ଏହା ଆମ ସମାଜ ଏବଂ ସ୍ବାସ୍ଥ୍ୟ ପାଇଁ ଏକ ଅତ୍ୟାବଶ୍ୟକ ଉପକରଣ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri