Posted inଖେଳ

ଟେନ୍‌ସନ୍‌ ବଢାଇଲା ନ୍ୟୁଜିଲାଣ୍ଡ

କାନପୁର,୨୯।୧୧: କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଜିତିବା ପାଇଁ ନ୍ୟୁଜିଲାଣ୍ଡକୁ ଭାରତ ୨୮୪ ରନ ଟାର୍ଗେଟ ଦେଇଛି। ଏବେ ବୋଲରଙ୍କ ଉପରେ ଭାରତର ବିଜୟ ସମ୍ପୂର୍ଣ୍ଣ ନିର୍ଭର କରେ। ନ୍ୟୁଜିଲାଣ୍ଡ ଭାରତର ଟେନ୍‌ସନ୍‌କୁ ବଢାଇ ଦେଇଛି। ପଞ୍ଚମ ଦିନ ଏକ ଘଣ୍ଟାର ଖେଳ ସରିଛି କିନ୍ତୁ ଭାରତକୁ ଗେଟିଏ ବି ସଫଳତା ମିଳି ପାରି ନାହିଁ। ଟମ ଲାଥାମ ଏବଂ ୱିଲିୟମ ସମରଭିଲ୍‌ କ୍ରିଜରେ ଅଛନ୍ତି। ଚତୁର୍ଥ ଦିନର ଖେଳ ଶେଷ ହେବା ପୂର୍ବରୁ ମଧ୍ୟ ନ୍ୟୁଜିଲାଣ୍ଡ ୪ ରନରେ ଗୋଟିଏ ଉଇକେଟ୍‌ ହରାଇଥିଲା।
ମ୍ୟାଚ୍‌ର ଚତୁର୍ଥ ଦିନରେ ୭ ଉଇକେଟ୍‌ ହରାଇ ୨୩୪ ସ୍କୋର କରିବା ପରେ ଟିମ ଇଣ୍ଡିଆ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା। ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଶ୍ରେୟାସ ଆୟର ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ବ୍ୟତୀତ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ସାହା ମଧ୍ୟ ୬୧ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ପ୍ରଥମ ଇନିଂସରେ ଭାରତ ୩୪୫ ସ୍କୋର କରିଥିବାବେଳେ ନ୍ୟୁଜିଲାଣ୍ଟ ୨୯୬ ରନ ସଂଗ୍ରହ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪୭ ବର୍ଷର ରେକର୍ଡ ଭାଙ୍ଗିଦେଲେ ଜସପ୍ରୀତ ବୁମ୍‌ରା

ସିଡନୀ,୪।୧୨: ଜସପ୍ରୀତ ବୁମ୍‌ରା କ୍ରିକେଟରେ ତାଙ୍କ ନାମରେ ଆଉ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଖେଳାଯାଇଥିବା କୌଣସି ଟେଷ୍ଟ ସିରିଜରେ...

ଜାତୀୟ ଖୋ ଖୋ ଟିମ୍‌ର ପ୍ରଯୋଜକ ହେବେ ଓଡ଼ିଶା ସରକାର

ଭୁବନେଶ୍ୱର, ୩।୧: ଦେଶର ‘ଖୋ ଖୋ’ ଖେଳ ପାଇଁ ଆସିଛି ଏକ ସୁବର୍ଣ୍ଣ ସମୟ । ଓଡିଶା ସରକାର ଏହି ଖେଳକୁ ଯୋଗାଇ ଦେବେ ପ୍ରୋତ୍ସାହନ।...

କ୍ୟାଚ୍‌ ଧରିବାକୁ ଦୌଡୁଥିବା ବେଳେ ପରସ୍ପର ସହ ପିଟି ହୋଇଗଲେ ୨ ଅଷ୍ଟ୍ରେଲିୟ ଖେଳାଳି, ଚେତା ହରାଇଲେ…

କାନ୍‌ବେରା,୩।୧: କ୍ୟାଚ୍‌ ନେବାକୁ ଚେଷ୍ଟା କରୁଥିବା ବେଳେ ପରସ୍ପର ସହ ଧକ୍କା ହୋଇଗଲେ ଦୁଇ କ୍ରିକେଟର। ଏହା ଏତେ ଜୋର୍‌ ଥିଲା ଯେ ଉଭୟ ଖେଳାଳି...

ରୋହିତଙ୍କ ପାଇଁ ପନ୍ତଙ୍କ ଆଖିରେ ଲୁହ, କହିଲେ-ଆମେ ତାଙ୍କୁ ଲିଡ୍‌ର ଭାବେ…

ସିଡନୀ,୩।୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟେଷ୍ଟ ସିଡନୀରେ ଆରମ୍ଭ ହୋଇଛି। ଏହି ଟେଷ୍ଟରୁ ରୋହିତ ଶର୍ମା ବାଦ ପଡ଼ିଥିବା ବେଳେ ଜସପ୍ରିତ ବୁମ୍‌ରାଙ୍କ ନେତୃତ୍ୱରେ ଖେଳୁଛି...

ସିଡନୀ ଟେଷ୍ଟ ପରେ ସନ୍ନ୍ୟାସ ନେବେ ଏହି ଖେଳାଳି…

ସିଡନୀ,୩।୧: ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କ୍ରମାଗତ ଭାବେ ଖରାପ ଫର୍ମ ଏବଂ ଅଧିନାୟକତ୍ୱକୁ ନେଇ ସଂଘର୍ଷ କରୁଛନ୍ତି। ଏହି କାରଣରୁ ସେ ନିଜକୁ...

ଡାଇଭ୍‌ ମାରି ବଲ୍‌ ରୋକିବା ବେଳେ ଭାଙ୍ଗିଲା ଗୋଡ଼! ମଇଦାନରୁ ହ୍ବିଇଲ୍‌ ଚେୟାରରେ ଡାକ୍ତରଖାନା ଗଲେ…

କେପଟାଉନ୍‌,୩।୧: ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟରେ କେପ୍‌ଟାଉନ୍‌ରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଦୁଃଖଦ ଘଟଣା ଘଟିଛି। ଫିଲ୍ଡିଂ ସମୟରେ ସାଇମ୍‌ ଆୟୁବ୍‌ ଆହତ...

କଣ୍ଟ୍ରୋଲ କରିପାରୁ ନାହାଁନ୍ତି ବିରାଟ, ସୁଧୁରୁ ନାହାଁନ୍ତି କିଙ୍ଗ, ଏଥରବି ରାଗିଗଲେ ଅନୁଷ୍କା

ନୂଆଦିଲ୍ଲୀ,୩।୧: ଖରାପ ଫର୍ମ ହେତୁ ରୋହିତ ଶର୍ମା ସିଡନୀ ଟେଷ୍ଟ ମ୍ୟାଚରୁ ନିଜକୁ ବାଦ ଦେଇଛନ୍ତି, କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚରେ ବିରାଟ...

ହାର୍‌ ମାନିଲେନି ରିଷଭ ପନ୍ତ: ଭାଙ୍ଗିଲେ ସଚିନ-ରୋହିତଙ୍କ ରେକର୍ଡ

ସିଡନୀ,୩।୧: ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ୧୮୫ ରନରେ ଟିମ ଇଣ୍ଡିଆ ଅଲଆଉଟ ହୋଇଥିଲା। ରିଷଭ ପନ୍ତ ୪୦ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri