Posted inଖେଳ

ବିଜୟ ସହ ନ୍ୟୁଜିଲାଣ୍ଡର ଟି୨୦ ଅଭିଯାନ ଆରମ୍ଭ

ଇର୍ଡେନ୍‌ ପାର୍କ,୧୨।୧: ଇର୍ଡେନ୍‌ ପାର୍କରେ ଶୁକ୍ରବାର ଖେଳାଯାଇଥିବା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୨୨୬ ରନ୍‌ କରିଥିଲେ। ଜବାବରେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୮ ଓଭରରେ ସମସ୍ତ ଉଇକେଟ ହରାଇ ୧୮୦ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଫଳରେ ନ୍ୟୁଜିଲାଣ୍ଡ ୪୬ ରନ୍‌ରେ ବିଜୟ ହୋଇ ସିରିଜ୍‌ ଅଭିଯାନ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ଶାମିଙ୍କ ପରେ ତାଙ୍କ ଝିଅଙ୍କୁ ଟାର୍ଗେଟ: ହୋଲି ଖେଳିବା ଇସଲାମରେ ଅପରାଧ

କୋଲକାତା,୧୬ା୩: ସର୍ବଭାରତୀୟ ମୁସଲିମ ଜମାତ ସଭାପତି ମୌଲାନା ଶାହାବୁଦ୍ଦିନ ରଜଭି ଭାରତୀୟ ପେସର ମହମ୍ମଦ ଶାମିଙ୍କ ପରେ ତାଙ୍କ ଝିଅଙ୍କୁ ଟାର୍ଗେଟ କରିଛନ୍ତି। ଶାମିଙ୍କ ଝିଅ...

PSL ଛାଡି IPL ଖେଳିବାକୁ ପଳେଇ ଆସିଲେ ଦକ୍ଷିଣ ଆଫ୍ରିକା ଖେଳାଳି; ଲିଗାଲ ନୋଟିସ ପଠାଇଲା ପାକିସ୍ତାନ

କରାଚୀ,୧୬ା୩: ଆଗାମୀ ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ରୁ ଓହରିଯାଇଥିବା ଦକ୍ଷିଣ ଆଫ୍ରିକାର ୩୦ ବର୍ଷୀୟ ଅଲରାଉଣ୍ଡର କର୍ବିନ ବୋଶ୍ଚଙ୍କୁ ଚୁକ୍ତି ଉଲ୍ଲଂଘନ କରିବା ଲାଗି ପାକିସ୍ତାନ...

ପାକିସ୍ତାନ ବିପକ୍ଷରେ ଭାରତୀୟ କ୍ରିକେଟର ପ୍ରାଧାନ୍ୟକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୬ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେକ୍ସ ଫ୍ରିଡମ୍ୟାନ ପଡକାଷ୍ଟରେ କ୍ରିକେଟ ଫିଲ୍ଡରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ତୀବ୍ରତା ସମ୍ପର୍କରେ ନିଜ ମତାମତ ରଖିଛନ୍ତି।...

IPLରେ ରୋହିତଙ୍କ ପାଇଁ କାଳ ଏହି ବୋଲର୍‌

ନୂଆଦିଲ୍ଲୀ,୧୬।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୫ ମାର୍ଚ୍ଚ ୨୨ ରେ ଆରମ୍ଭ ହେବାକୁ ଯାଉଛି। ଗତ ୧୭ ସିଜିନରେ ଅନେକ ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା...

ଗୋଟିଏ ମ୍ୟାଚ୍‌ରେ ଲଗାତାର ଦୁଇଟି ଅର୍ଦ୍ଧଶତକ ମାରିଲେ ଇଶାନ କିଷାନ, ଦ୍ବନ୍ଦରେ ପଡିଲା BCCI

ହାଇଦ୍ରାବାଦ, ୧୬।୩: ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ୱିକେଟ୍‌ କିପର-ବ୍ୟାଟ୍‌ମ୍ୟାନ୍‌ ଇଶାନ କିଷାନ ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (IPL) ପାଇଁ ଷ୍ଟାଇଲ୍‌ରେ ପ୍ରସ୍ତୁତ ହେଉଛନ୍ତି। ଶନିବାର...

ମେଗା ଅକ୍ସନରେ ମିଳି ନ ଥିଲା କ୍ରେତା, ତଥାପି IPL 2025 ଖେଳିବେ ଏହି ଖେଳାଳି?

ନୂଆଦିଲ୍ଲୀ,୧୬।୩: ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ ୨୦୨୫ । ଏହା IPLର ୧୮ତମ ସିଜିନ ହେବ, ଯାହା ପାଇଁ ସମସ୍ତ ଦଳ କଠିନ...

BCCI’ର ପରିବାର ପ୍ରତିବନ୍ଧକ ନିୟମ ଉପରେ ମୁହଁ ଖୋଲିଲେ ବିରାଟ କୋହଲି: କହିଲେ-ଏକା ବସି…

ନୂଆଦିଲ୍ଲୀ, ୧୬।୩: ଭାରତୀୟ ବରିଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଖେଳାଳିମାନେ ଗସ୍ତରେ ଥିବା ସମୟରେ ପରିବାର ପ୍ରତିବନ୍ଧକ ଉପରେ ବିସିସିଆଇର ନୂତନ ନିୟମ ସମ୍ପର୍କରେ ମୁହଁ...

ମୟଙ୍କ ଯାଦବଙ୍କୁ ଜୋର ଜବରଦସ୍ତ ଅନ୍‌ଫିଟ୍‌ ଘୋଷଣା କରିବାକୁ ଚାହେଁ ଲକ୍ଷ୍ନୌ ଟିମ୍‌

ନୂଆଦିଲ୍ଲୀ,୧୬।୩: ଏବେ IPL ୨୦୨୫ ଆରମ୍ଭ ହେବାକୁ ୧ ସପ୍ତାହରୁ କମ ସମୟ ବାକି ଅଛି। କିନ୍ତୁ ଏପର୍ଯ୍ୟନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ୩ ପ୍ରମୁଖ ପେସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image