Posted inVideo

Newspaper distribution facilitated । ଖବରକାଗଜ ବଣ୍ଟନ ପାଇଁ ସୁବିଧା

Featured Video Play Icon

The scare of COVID-19 has been increasing throughout the world. At this time particularly, newspapers play a vital role. Communicating the reality and creating awareness amongst people is what the primary objective of newspaper is. Due to lot of restrictions we newspapers find it really difficult to reach people due to which Ministry of Information and Public Realtions (INPR) has issued some new guidelines. Lets know what the guidelines are.

କରୋନା(କୋଭିଡ୍‌-୧୯)ର ଭୟାବହତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଖବରକାଗଜର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲୋକମାନଙ୍କୁ ସଚେତନ କରିବା ସହ ସେମାନଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବାରେ ଖବରକାଗଜ ଗୁରୁ ଦାୟିତ୍ୱ ବହନ କରୁଛି। ଯାହାକୁ ନଜରରେ ରଖି ସୂଚନା ଓ ଲୋକଙ୍କ ସମ୍ପର୍କ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ଗାଇଡଲାଇନରେ କଣ ସବୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri