Categories: ଜାତୀୟ

ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୧୯ ।୫: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସନ ମଲିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଟେରର ପଣ୍ଡିଂ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏନଆଇଏ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ତେବେ ତାଙ୍କ ଦଣ୍ଡ ସମ୍ପର୍କିତ ଶୁଣାଣି ମେ’ ୨୫ ତାରିଖରେ ହେବ । ସୂଚନାଯୋଗ୍ୟ, କିଛିଦିନ ତଳେ ୟାସିନ ମଲିକ ନିଜେ ସ୍ୱୀକାର କରିଥିଲେ କି ସେ ଆତଙ୍କବାଦୀ ଗତିବିଧି ସହ ସାମିଲ ଅଛନ୍ତି ।

Share