Posted inଜାତୀୟ

ରାମେଶ୍ୱରମ୍‌ କାଫେ ବିସ୍ଫୋରଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ,୪।୩: ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ବେଙ୍ଗାଲୁରୁର ରାମେଶ୍ୱରମ୍‌ କାଫେ ବିସ୍ଫୋରଣର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଦିଆଯାଇଛି। ଗତ ୧ ତାରିଖରେ ବେଙ୍ଗାଲୁରୁ ହ୍ବାଇଟ୍‌ଫିଲ୍ଡ ଅଞ୍ଚଳରେ ଥିବା କାଫେରେ ଆଇଇଡି ବିସ୍ଫୋରଣ ଘଟି ୧୦ ଜଣ ଆହତ ହୋଇଥିଲେ।

ଏହା ଆତଙ୍କବାଦୀ କାର୍ଯ୍ୟ ସନ୍ଦେହ କରାଯାଉଥିବାରୁ ଏନ୍‌ଆଇଏକୁ ତଦନ୍ତ ଭାର ଦିଆଯାଇଛି। ବେଙ୍ଗାଲୁରୁ ପୋଲିସ ବେଆଇନ କାର୍ଯ୍ୟକଳାପ (ପ୍ରତିକାର) ଆଇନ ଏବଂ ବିସ୍ଫୋରଣ ସାମଗ୍ରୀ ଆଇନରେ ମାମଲା ରୁଜୁ କରିଥିଲା। ସିସିଟିଭି କ୍ୟାମେରା ଫୁଟେଜ୍‌ ଅନୁଧ୍ୟାନରୁ କାଫେ ଭିତରେ ଏକ ବ୍ୟାଗ୍‌ରେ ବୋମା ରଖିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଲ୍ ପାସ୍ କଲେ କର୍ଣ୍ଣାଟକ ସରକାର: ମୁସଲମାନମାନଙ୍କୁ ମିଳିବ ସଂରକ୍ଷଣ

ବେଙ୍ଗାଲୁରୁ,୨୧।୩: କର୍ଣ୍ଣାଟକ ବିଧାନସଭାରେ ହନି ଟ୍ରାପ୍ ଦୁର୍ନୀତି ବିଶୃଙ୍ଖଳା ମଧ୍ୟରେ, ରାଜ୍ୟ ସରକାର ମୁସଲମାନମାନଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ପ୍ରଦାନ କରୁଥିବା ଏକ ବିଲ୍...

ମୁଖ୍ୟମନ୍ତ୍ରୀ-ବିଧାୟକଙ୍କ ଦରମା ହେଲା ଦୁଇଗୁଣା, ବିଧାନସଭାରେ ବିଲ ପାସ୍‌

ବେଙ୍ଗାଲୁରୁ,୨୧।୩: କର୍ନାଟକରେ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକମାନଙ୍କ ଦରମା ଏବେ ଦ୍ୱିଗୁଣିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ, ସିଦ୍ଧରମୈୟା ସରକାର ବିଧାନସଭାର ଦରମା, ପେନସନ ଏବଂ ଭତ୍ତା (ସଂଶୋଧନ)...

ADR Report: ଏହି ରାଜ୍ୟରେ ଅଛନ୍ତି ଦେଶର ସବୁଠାରୁ ଅଧିକ ଧନୀ ବିଧାୟକ, ଜାଣନ୍ତୁ ଦ୍ୱିତୀୟ ନମ୍ବରରେ କେଉଁ ରାଜ୍ୟ

ନୂଆଦିଲ୍ଲୀ,୨୧।୩: କର୍ନାଟକର ମୁଖ୍ୟମନ୍ତ୍ରୀଙ୍କଠାରୁ ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦରମା ବୃଦ୍ଧି ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ବିଧାନସଭାରେ ଏକ ବିଲ ଆଗତ କରିବାକୁ ଯାଉଛନ୍ତି। ଏହି...

ପଛରେ ପଡ଼ିବ ଗୁଗଲ୍, ନିଜସ୍ୱ ସର୍ଚ୍ଚ ଇଞ୍ଜିନ୍ ପ୍ରସ୍ତୁତ କରୁଛନ୍ତି ଭାରତ ସରକାର

ନୂଆଦିଲ୍ଲୀ, ୨୧ା୩: ଭାରତ ଏକ ସ୍ୱଦେଶୀ ଭାବରେ ବିକଶିତ ବ୍ରାଉଜର(ସର୍ଚ୍ଚ ଇଞ୍ଜିନ୍) ଯୋଜନା କରୁଛି ଯାହା ଡାଟା ସୁରକ୍ଷା ଏବଂ ଗୋପନୀୟତା ସୁନିଶ୍ଚିତ କରିବ। ଏଥିପାଇଁ...

“ବହୁତ ଭଲ ସମ୍ପର୍କ, କିନ୍ତୁ…”: ଭାରତ ଉପରେ ଟ୍ରମ୍ପଙ୍କ ନୂଆ ଟାରିଫ୍ କମେଣ୍ଟ

ୱାଶିଂଟନ, ୨୧ା୩: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଭାରତ ସହିତ “ବହୁତ ଭଲ ସମ୍ପର୍କ” ଅଛି, କିନ୍ତୁ ଦେଶ ସହିତ ତାଙ୍କର “ଏକମାତ୍ର...

ଭାରତ ଆସିଲା ଓଜନ କମାଇବା ଇଞ୍ଜେକ୍‌ଶନ୍‌

ନୂଆଦିଲ୍ଲୀ,୨୧ା୩: ଆମେରିକୀୟ ମଲ୍ଟି ନ୍ୟାଶନାଲ ଫାର୍ମାସ୍ୟୁଟିକାଲ କମ୍ପାନୀ ଏଲି ଲିଲୀ ପକ୍ଷରୁ ଗୁରୁବାର ଭାରତରେ ମେଦ ବହୁଳତା ଏବଂ ଟାଇପ୍‌ ୨ ମଧୁମେହ ପାଇଁ ‘ମୌନଜାରୋ’...

ଖୁସି ଖବର: ଝାଡ଼ଖଣ୍ଡର ସରକାରୀ ହସ୍ପିଟାଲରେ ୧୦ ଟଙ୍କାରେ ହେବ ୧୦ ପରୀକ୍ଷା

ରାଞ୍ଚି,୨୦।୩: ବିଧାନସଭାର ବଜେଟ ଅଧିବେଶନରେ ଗୁରୁବାର ସ୍ବାସ୍ଥ୍ୟ ଚିକିତ୍ସା ଶିକ୍ଷା ଏବଂ ପରିବାର କଲ୍ୟାଣ ବିଭାଗ ପାଇଁ ୭୪ ବିଲିୟନ ୭୦ କୋଟି ୫୦ ଲକ୍ଷ...

ମୋଦିଙ୍କୁ ଭେଟିବାକୁ ବ୍ୟସ୍ତ ହୋଇ ପଡ଼ିଲେଣି ୟୁନୁସ! କାହିଁକି ବୈଠକ ପାଇଁ ରାଜି ହେଉନାହିଁ ଭାରତ, ଜାଣନ୍ତୁ

ନୂଆଦିଲ୍ଲୀ/ଢାକା,୨୦।୩: ବାଂଲାଦେଶ ପୁଣିଥରେ ଇଚ୍ଛା ପ୍ରକାଶ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଅନ୍ତରୀଣ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ଭେଟିବା ଉଚିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image