Posted inVideo

Nilagiri MLA, tehsildar faceoff over eviction । ତହସିଲଦାର – ବିଧାୟକ ମୁହାଁମୁହିଁ

Featured Video Play Icon

Nilagiri MLA Sukanta Nayak and tehsildar Sushrita Tudu had a verbal confrontation Friday over an eviction drive to remove makeshift huts of stamp vendors. While the Tehsildar went on with the demolition drive, the MLA and his supporters, opposed the eviction, sat on a hunger strike in front of the Sub Collector’s office. He broke his fast 15 hours later early Saturday morning.

ବାଲେଶ୍ୱର ଜିଲ୍ଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ତହସିଲଦାର ସୁଶ୍ରୀତା ଟୁଡ଼ୁଙ୍କ ମଧ୍ୟରେ ଶୁକ୍ରବାର ପ୍ରଥମେ ପାଟିତୁଣ୍ଡ ଆଉ ପରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା । ଯାହାକୁ କେନ୍ଦ୍ର କରି ବିଧାୟକ ସୁକାନ୍ତ ନାୟକ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୫ ଘଣ୍ଟା ଅନଶନରେ ବସିଥିଲେ। ପୁରା ଘଟଣା କଣ ଥିଲା ଜାଣିବା ଲାଗି ଦେଖନ୍ତୁ ଏହି ଭିଡିଓ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଖାଲି ପେଟରେ କାହିଁକି ଖାଆନ୍ତି ଗ୍ୟାସ ବଟିକା?

ଅଧିକ ଖାଇ ଦେଲେ ଗ୍ୟାସ ହୁଏ , କିଛି ନ ଖାଇଲେ ବି ଗ୍ୟାସ ହୁଏ କାହିଁକି ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର।

Featured Video Play Icon

ଟଙ୍କା କଟିବ କିନ୍ତୁ ATMରୁ ବହାରିବନି ଟଙ୍କା !

ଆପଣଙ୍କ ଆକାଉଣ୍ଟରେ ଯେତେ ଟଙ୍କା ଥିଲେ ବି ଏଟିଏମରୁ ବାହାରିବ ନାହିଁ ଟଙ୍କା। ଗୋଟିଏ ଥର ବିଫଳ ହେଇ ଆଉ ଥରେ ଚେଷ୍ଟା କଲେ ଟଙ୍କା...

Featured Video Play Icon

ଗଡ଼ର ରକ୍ଷାକର୍ତ୍ତୀ ବୋଲି ଗଡ଼ଚଣ୍ଡି

କଟକର ଆରାଧ୍ୟା ଦେବୀ ହେଉଛନ୍ତି ମା କଟକ ଚଣ୍ଡୀ ଠିକ୍ ଏହାର କିଛି ଦୂର ରେ ଅବସ୍ଥିତ ବାରବାଟି ଦୁର୍ଗ ଏବଂ ଏହାରି ଭିତରେ ମାଆ...

Featured Video Play Icon

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୦ ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା...

Featured Video Play Icon

ମୁଖ୍ୟମନ୍ତ୍ରୀ ନିଜ ପାଇଁ କିଛି କରି ନାହାଁନ୍ତି ଆମ ପାଇଁ ସବୁ କରିଛନ୍ତି

ଭୁବନେଶ୍ୱର,୧୬ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍‌ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଉପସ୍ଥିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ...

Featured Video Play Icon

ଏସି ହେଲମେଟ ପିନ୍ଧିବେ ପୋଲିସ

ପ୍ରଚଣ୍ଡ ଖରାରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଆଜି ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି ଏସି ହେଲମେଟ ବ୍ୟବସ୍ଥା। ସଫଳ ହେଲେ ସବୁ କର୍ମଚାରୀ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri