ଇଂଲଣ୍ଡର ଏକ ଘରୋଇ ଜେଲ୍‌କୁ ସ୍ଥାନାନ୍ତରିତ ହେଲେ ନିରବ ମୋଦି

ଇଂଲଣ୍ଡ,୨୩।୯: ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଇଂଲଣ୍ଡର ଏକ ଘରୋଇ ଜେଲକୁ ସ୍ଥାନାନ୍ତର କରାଯାଇଛି। ବ୍ରିଟେନର ଏହା ସବୁଠାରୁ ବଡ ଏବଂ ଜନଗହଳିପୂର୍ଣ୍ଣ କାରାଗାର। ଏହାପୂର୍ବରୁ ତାଙ୍କୁ ଦକ୍ଷିଣ-ପଶ୍ଚିମ ଲଣ୍ଡନର ୱାଣ୍ଡସ୍ବର୍ଥ ଜେଲରେ ରଖାଯାଇଥିଲା। ଯେଉଁଠାରୁ ଆତଙ୍କବାଦୀ ଡାନିଏଲ ଖଲିଫଙ୍କୁ ରଖାଯାଇଛି।

ଠକେଇ ଏବଂ ଅର୍ଥ ହେରଫେର ମାମଲାରେ ନିରବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୫୨ବର୍ଷିୟ ନିରବଙ୍କୁ ଲଣ୍ଡନ ହାଇକୋର୍ଟଙ୍କ ଦ୍ୱାରା ଲଗାଯାଇଥିବା ଜରିମାନା୧୫୦,୨୪୭,୦୦ପାଉଣ୍ଡର ଶୁଣାଣି ପାଇଁ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ହେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ବୋଲଡୋଜରକୁ ଚଢ଼ି ବୃଦ୍ଧାଙ୍କ ପ୍ରତିବାଦ: ଅଧାରୁ ଅଟକିଲା ଉଚ୍ଛେଦ ପ୍ରକ୍ରିୟା

ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପ୍ରଶାସନ ପକ୍ଷରୁ ଗୁରୁବାର ସ୍ଥାନୀୟ ୱାର୍ଡ଼ ନଂ-୧୭ ଜୀରାନଦୀ କୂଳ ବୃନ୍ଦାବନ ପଡ଼ିଆ ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା।...

ପ୍ରେମିକାଙ୍କୁ ନିଜ ହାତରେ ହାଣି ହତ୍ୟା କଲା ପରେ ଏମିତି କଲେ ପ୍ରେମିକ

ଗୁଆହାଟି,୨୬ା୧୨: ସମଗ୍ର ଭାରତରେ ଏବେ ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡର ଖବର ଆସିବା ଲାଗି ରହିଛି। ଗୁରୁବାର ସମାନ ଘଟଣାରେ ଆସାମ ରାଜଧାନୀ ଗୁଆହାଟୀରେ ଜଣେ...

ଜୀବନ୍ତ ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ, ମାତ୍ର କିଛି ମାସ ମଧ୍ୟରେ ଜନ୍ମନେବ ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି, ଛୁଇଁପାରିବନି କୌଣସି ରୋଗ!

ବ୍ରାସିଲିଆ,୨୬।୧୨: ୨୦୨୪ ବର୍ଷ ଶେଷ ପାଇଁ କେବଳ ୫ଦିନ ବାକି ଅଛି ଏବଂ ସମଗ୍ର ବିଶ୍ୱରେ ଲୋକମାନେ ନୂତନ ବର୍ଷର ଆଗମନକୁ ଅପେକ୍ଷା କରି ରହିଛନ୍ତି।...

CWC ବୈଠକରେ ପହଞ୍ଚିଲେ ନାହିଁ ସୋନିଆ-ପ୍ରିୟଙ୍କା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୬।୧୨: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କର୍ନାଟକର ବେଲାଗାଭିରେ ଅନୁଷ୍ଠିତ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକରେ ଯୋଗ ଦେଇନଥିଲେ। ସ୍ବାସ୍ଥ୍ୟଗତ କାରଣରୁ ସେ...

ପତ୍ନୀଙ୍କ ଦେଖାଶୁଣା ପାଇଁ ନେଇଥିଲେ ଭିଆର୍‌ଏସ୍‌, ହେଲେ ଅବସର ଦିନ ଚାଲିଗଲେ ସେ; ଭାବବିହ୍ବଳ କରୁଛି Video

କୋଟା,୨୬।୧୨: କଥାରେ ଅଛି ଦୁଇ ଘଡ଼ିର ଜୀବନ। ମନୁଷ୍ୟ ଭବିଷ୍ୟତକୁ ନେଇ ଅନେକେ ଯୋଜନା କରିଥାଏ ସତ। ହେଲେ ସେସବୁ ପୂରଣ ହେବ କି ନା...

ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଦେଇଛନ୍ତି ଭୋଟ…ଲୋକ ସଭା ନିର୍ବାଚନର ସମ୍ପୂର୍ଣ୍ଣ ଡାଟା ଶେୟାର କଲେ ଇସି

ନୂଆଦିଲ୍ଲୀ,୨୬।୧୨: ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନ ସମ୍ପର୍କରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏକ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ତଥ୍ୟ...

ଏକଲବ୍ୟଙ୍କ ପରି ଯୁବବର୍ଗଙ୍କ ଆଙ୍ଗୁଠି କାଟି ଦିଆଯାଉଛି: BPSC ପେପର ଲିକକୁ ନେଇ ଏମିତି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୬।୧୨: ଡିସେମ୍ବର ୧୩ରେ ବିହାର ଲୋକସେବା ଆୟୋଗ (ବିପିଏସସି) ଦ୍ୱାରା କରାଯାଇଥିବା ମିଳିତ ପ୍ରାଥମିକ ପରୀକ୍ଷା ବାତିଲ କରିବାକୁ ଦାବି କରିଥିବା ପ୍ରଦର୍ଶନକାରୀଙ୍କ ଉପରେ ଲାଟିଚାର୍ଜ...

ପାଣି ଉପରେ କବ୍‌ଜା କରିବ ଚାଇନା! ତିବ୍ବତରେ ନିର୍ମାଣ କରିବ ବିଶ୍ୱର ସର୍ବବୃହତ୍ତ ହାଇଡ୍ରୋ ପାଓ୍ବାର ପ୍ରୋଜେକ୍ଟ

ବେଜିଂ/ନୂଆଦିଲ୍ଲୀ,୨୬।୧୨: ଚାଇନା ବିଶ୍ୱର ବୃହତ୍ତମ ଜଳ ବିଦ୍ୟୁତ ବନ୍ଧ ବା ହାଇଡ୍ରୋପାଓ୍ବାର ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ବନ୍ଧଟି ତିବ୍ଦତୀୟ ମାଳଭୂମିର ପୂର୍ବ ଭାଗରେ ନିର୍ମାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri