ଭାରତ-ଆମେରିକା ମିଳିମିଶି ନିର୍ମାଣ କରୁଛନ୍ତି ଏକ ଶାନ୍ତି ପୂର୍ଣ୍ଣ ବିଶ୍ୱ ସମୁଦାୟ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଓ୍ବାଶିଂଟନ,୧୬।୪: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବେ ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ଭାରତୀୟ ଆମେରିକୀୟ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀ କହିଛନ୍ତି, ଭାରତ ଏବଂ ଆମେରିକା ମିଳିତ ଭାବେ ଏକ ଶକ୍ତିଶାଳୀ, ଶାନ୍ତପୂର୍ଣ୍ଣ ଏବଂ ସୁସଂଗତ ବିଶ୍ୱ ସମୁଦାୟର ମୂଳଦୁଆ ପକାଇଛନ୍ତି। ସେ କହିଛନ୍ତି ଯେ ଆମେ (ଭାରତ ଓ ଆମେରିକା) ବିବିଧତା, ସମାବେଶକୁ ପାଳନ କରୁ ଏବଂ ଅନେକ ସକରାତ୍ମକ ଚିନ୍ତାଧାରା ବାଣ୍ଟୁ।
ଆମେରିକା ସ୍ଥିତ ଭାରତୀୟ ଦୂତାବାସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିର୍ମଳା ସୀତାରମଣ କହିଛନ୍ତି ଆମେ ଏକାଠି ଉତ୍ସବ ପାଳନ କରୁଛି ଆଉ ଏହା ହେଉଛି ତାହା ଯାହା ଭାରତ ଓ ଆମେରିକାକୁ ଚଳାଉଛି। ଉଭୟ ଲୋକତନ୍ତ୍ରରେ ସକରାତ୍ମକ ସମ୍ପର୍କ ରହିଛି। ଆଉ ଆମେ ଅନେକ ଚ୍ୟାଲେଞ୍ଜକୁ ପରସ୍ପର ସହ ବାଣ୍ଟୁ, ସେଥିମଧ୍ୟରୁ କିଛି ଆଭ୍ୟନ୍ତରୀଣ, କିନ୍ତୁ ଆମେ ଏହି ଅସୁବିଧା ଗୁଡିକୁ ଆମ ଉପରେ ପ୍ରାଧାନ୍ୟ ଦେବାକୁ ଦେବୁ ନାହିଁ। ଭାରତ ଓ ଆମେରିକା ଏକତ୍ର ଏକ ଶାନ୍ତିପୂର୍ଣ୍ଣ ଏବଂ ଶକ୍ତିଶାଳୀ ବିଶ୍ୱ ଗଠନ କରୁଛନ୍ତି , ତେଣୁ ଆମେରିକାରେ ଥିବା ମୂଳ ଭାରତୀୟଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ମିଳିଲା ପୁଣି ହତ୍ୟା ଧମକ

ମୁମ୍ବାଇ,୨୯।୧୦: ଅଭିନେତା ସଲମାନ ଖାନ ଏବଂ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକଙ୍କୁ ପୁଣିଥରେ ମହାରାଷ୍ଟ୍ରରେ ଧମକ ଦିଆଯାଇଛି। ଏହି ଧମକପୂର୍ଣ୍ଣ କଲ ବାନ୍ଦ୍ରା ପୂର୍ବରେ...

ଗୁରୁତର ରୋଗୀଙ୍କୁ ହେଲିକପ୍ଟରରେ ମିଳିବ ମାଗଣା ଚିକିତ୍ସା, ଜାଣନ୍ତୁ ହାଇଟେକ ଆମ୍ବୁଲାନ୍ସରେ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୯।୧୦: ୧୦୮ ଆମ୍ବୁଲାନ୍ସ ପରି ହେଲି ଆମ୍ବୁଲାନ୍ସ ସେବା ଅକ୍ଟୋବର ୨୯ରୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏକ୍ସ) ଋଷିକେଶରେ ଆରମ୍ଭ କରିବାକୁ...

ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ...

ଦୀପ ଜଳିବା ପୂର୍ବରୁ ଦେଶବାସୀଙ୍କୁ ବଡ଼ ଉପହାର ଦେବେ ମୋଦି, ୫୧.୦୦୦ଙ୍କୁ ମିଳିବ ନିଯୁକ୍ତି ପତ୍ର…

ନୂଆଦିଲ୍ଲୀ,୨୯।୧୦: ଆଜି ସେହି ଲୋକମାନଙ୍କ ପାଇଁ ଏକ ବିଶେଷ ଦିନ, ଯେଉଁମାନଙ୍କୁ ନିଯୁକ୍ତି ପତ୍ର ମିଳିବ। ହଁ, ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ୫୧,୦୦୦ ଯୁବକଙ୍କୁ ନିଯୁକ୍ତି...

ଏହି ତାରିଖରୁ କ୍ୟାନସଲ କରିଦିଆଯିବ ଏମାନଙ୍କ ରାଶନ କାର୍ଡ, ଲିଷ୍ଟରେ ଆପଣ ଅଛନ୍ତି କି, କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୯।୧୦: ଭାରତ କେନ୍ଦ୍ର ସରକାର ନିଜ ଦେଶର ଅଭାବୀ ଏବଂ ଗରିବ ନାଗରିକଙ୍କ ପାଇଁ ଅନେକ ଯୋଜନା ଆଣିଛନ୍ତି। ଏଥିରେ ବିଭିନ୍ନ ପ୍ରକାରର ଯୋଜନା ଅନ୍ତର୍ଭୁକ୍ତ...

ମହାକାଶରୁ ଦୀପାବଳି ଶୁଭକାମନା ଜଣାଇଲେ ସୁନିତା

ଓ୍ବାଶିଂଟନ,୨୯।୧୦: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ) ରୁ ଦୀପାବଳି ଶୁଭେଚ୍ଛା ପଠାଇଛନ୍ତି। ଇତିମଧ୍ୟରେ ହ୍ବାଇଟ ହାଉସରେ ଏକ ଦିୱାଲୀ କାର୍ଯ୍ୟକ୍ରମ...

ଏହା ମୋ ଘର ନୁହେଁ, ଆପଣଙ୍କ ଘର… ବାଇଡେନଙ୍କ ଏମିତି କଥା ଶୁଣି ଖୁସି ହେଲେ ପ୍ରବାସୀ ଭାରତୀୟ

ଓ୍ବାଶିଂଟନ,୨୯।୧୦: ଆଉ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ଜୋ ବାଇଡେନଙ୍କ ପାର୍ଟି ଡେମୋକ୍ରାଟ୍ସ ଆଗାମୀ ଦୀପାବଳି...

ରାଷ୍ଟ୍ରପତି ପୁଟିନଙ୍କ ପାଇଁ ହୋଇଥିଲା କି ମୋଦି-ଜିନପିଙ୍ଗଙ୍କ ସାକ୍ଷାତକାର? ଜବାବ ଦେଲା ରୁଷିଆ

ମସ୍କୋ,୨୯।୧୦: ରୁଷିଆର କଜାନରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀକୁ ରୁଷିଆ ଏକ ସଫଳତା ବୋଲି ବର୍ଣ୍ଣନା କରିଛି। ଗତ ସପ୍ତାହରେ ବ୍ରିକ୍ସ ସମ୍ମିଳନୀର ଫଳାଫଳ ସମ୍ପର୍କରେ ଦିଲ୍ଲୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri