Posted inଜାତୀୟ

ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ନାହିଁ, ତେଜସ୍ୱୀଙ୍କୁ ଆଗକୁ ବଢାଇ ଭାଜପାକୁ ହରାଇବାର ରହିଛି ଲକ୍ଷ୍ୟ: ନୀତୀଶ

ପାଟନା, ୧୩ ।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ମହାମେଣ୍ଟର ସମସ୍ତ ଦଳର ବିଧାୟକ ଓ ବିଧାନ ପରିଷଦର ବୈଠକରେ ଏକ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଆଡକୁ ଇସାରା କରି କହିଛନ୍ତି ଏବେ ତେଜସ୍ୱୀ ଯାଦବଙ୍କୁ ଆଗକୁ ବଢାଇବାର ଅଛି । ଏହା ପୂର୍ବରୁ ସୋମବାର ବି ନୀତୀଶ କୁମାର ତେଜସ୍ୱୀଙ୍କୁ ଆଗକୁ ବଢାଇବା କଥା ନାଳନ୍ଦାରେ କହିଥିଲେ । ଏବେ ନୀତୀଶ କହିଛନ୍ତି ମୋର ମୁଖ୍ୟମନ୍ତ୍ରୀ ଅବା ପ୍ରଧାନମନ୍ତ୍ରୀ ହେବାର କୌଣସ ଇଚ୍ଛା ନାହିଁ । ହେଲେ ତେଜସ୍ୱୀ ଯାଦବଙ୍କୁ ଆଗକୁ ବଢାଇବାର ଅଛି । ଆଉ ଆମର ଲକ୍ଷ୍ୟ ହେଉଛି ଭାରତୀୟ ଜନତା ପାର୍ଟି(ଭାଜପା)କୁ ହରାଇବା ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ତାରାତାରିଣୀଙ୍କୁ ବି ଛାଡ଼ିଲେନି ଚୋର: କବାଟ ଭାଙ୍ଗି ଟଙ୍କା-ଅଳଙ୍କାର ଲୁଟିନେଲେ

ପୁରୁଷୋତ୍ତମପୁର,୬।୧୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମୁଖ୍ୟ ଗେଟର କବାଟକୁ କେହି ଦୁର୍ବୃତ୍ତ...

ଭାଜପାର ବଡ଼ ଆକ୍ସନ, ୪୦ ନେତା ବହିଷ୍କୃତ

ମୁମ୍ବାଇ,୬।୧୧: ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ, ଭୋଟ ଦେବା ପୂର୍ବରୁ ମଧ୍ୟ ଭାଜପା ଦଳର ୪୦ ନେତା ଓ କର୍ମୀଙ୍କୁ ବହିଷ୍କାର...

ହତ୍ୟା ଅଭିଯୁକ୍ତଙ୍କୁ ଧରାଇଦେଲା ମାଛି:ଜାଣନ୍ତୁ କେମିତି

ଜବଲପୁର,୬ା୧୧:ମଧ୍ୟପ୍ରଦେଶର ଜବଲପୁର ଜିଲା ଚରଗାଓଁସ୍ଥିତ ଦେଓରି ତାପରିଆ ଗ୍ରାମରେ ମାଛି ଦ୍ୱାରା ଏକ ହତ୍ୟା ମାମଲାର ସମାଧାନ ହୋଇପାରିଛି। ମାଛି ଯୋଗୁ ପୋଲିସ ହତ୍ୟାକାରୀଙ୍କୁ ଧରିବାରେ...

ବଡ଼ ଖବର: ଉପନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଯୋଗୀ! ଏମିତି କହିଦେଲେ…

ଲକ୍ଷ୍ନୌ,୬।୧୧: ଉତ୍ତରପ୍ରଦେଶ ଉପନିର୍ବାଚନ ପରେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଇସ୍ତଫା ଦେବା ନିଶ୍ଚିତ ବୋଲି ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ବିଧାୟକ ହାଜି ରାଫିକ...

ସିଦ୍ଦାରାମାୟାଙ୍କୁ ହାଇକୋର୍ଟ ନୋଟିସ

ବେଙ୍ଗାଲୁରୁ,୬ା୧୧: ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ଏମ୍‌ୟୁଡିଏ) ଦୁର୍ନୀତି ମାମଲାରେ କର୍ନାଟକ ହାଇକୋର୍ଟ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା, ତାଙ୍କ ସ୍ତ୍ରୀ ବି.ଏମ୍‌. ପାର୍ବତୀ, ଶାଳକ ମଲ୍ଲିକାର୍ଜୁନ...

ୟୁପି ମଦ୍ରାସା ଆଇନ ବୈଧ

ନୂଆଦିଲ୍ଲୀ,୬।୧୧: ମୁସଲମାନ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଆଇନ, ୨୦୦୪ର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟ ମଙ୍ଗଳବାର କାଏମ ରଖିଛନ୍ତି। ଆଲ୍ଲାହାବାଦ...

ଅଧା ରହିଗଲା ଶାରଦାଙ୍କ ସ୍ବପ୍ନ

ବାରାଣସୀ,୬।୧୧: ରାମଲଲାଙ୍କୁ ଦେଖିବା ପରେ ମୋତେ ଦରବାରକୁ କୋର୍ଟକୁ ମଧ୍ୟ ଯିବାକୁ ପଡିବ । ମୋତେ ତାଙ୍କ ପାଦତଳେ ପ୍ରଣାମ କରିବାକୁ ପଡିବ, ଦେଖିବା ଏହି...

ଗୁଜରାଟରେ ବଡ଼ ଦୁର୍ଘଟଣା: ବୁଲେଟ୍‌ ଟ୍ରେନ୍‌ ପାଇଁ ନିର୍ମାଣ ହେଉଥିବା ବ୍ରିଜ୍‌ ଭୁଶୁଡ଼ିଲା, ଫସି ରହିଛନ୍ତି ୪ ଶ୍ରମିକ

ଗାନ୍ଧିନଗର,୫।୧୧: ଗୁଜରାଟରେ ନିର୍ମାଣାଧୀନ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପରେ ବଡ଼ ଦୁର୍ଘଟଣା ଘଟିଛି। ଭାସାଦ ନିକଟରେ ନିର୍ମାଣାଧୀନ ବ୍ରିଜର ଏକ ଅଂଶ ଭୁଶୁଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri