Categories: ଜାତୀୟ

୮ ଅଗଷ୍ଟରେ ଅନାସ୍ଥା ପ୍ରସ୍ତାବ ଉପରେ ହେବ ଆଲୋଚନା, ପ୍ରଧାନମନ୍ତ୍ରୀ ଦେବେ ଜବାବ

ନୂଆଦିଲ୍ଲୀ,୧।୮: ବିରୋଧୀ ଦଳର ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆସନ୍ତା ସପ୍ତାହ ଅଗଷ୍ଟ ୮ରେ ପ୍ରଶ୍ନକାଳ ପରେ ଆରମ୍ଭ ହେବ। ଏହି ପ୍ରସଙ୍ଗ ଉପରେ ୯ ଅଗଷ୍ଟରେ ମଧ୍ୟ ଆଲୋଚନା ଜାରି ରହିବ ଏବଂ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ନିଜର ଜବାବ ରଖିବେ। ନିକଟରେ ମଣିପୁର ପ୍ରସଙ୍ଗରେ ବିରୋଧୀ ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିଥିଲେ, ଯାହାକୁ ଲୋକ ସଭା ବାଚସ୍ପତି ଓମ ବିର୍ଲା ମଞ୍ଜୁରୀ ଦେଇଥିଲେ।

Share