Categories: ଜାତୀୟ

ୟୁପିରେ କାଉଡିଆ ଯାତ୍ରା ବନ୍ଦ

ଲକ୍ଷ୍ନୌ, ୧୭ା୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ରାଜ୍ୟରେ କାଉଡିଆ ଯାତ୍ରାକୁ ଶନିବାର ବାତିଲ କରିଛନ୍ତି। କାଉଡିଆ ଯାତ୍ରାର ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଶୁକ୍ରବାର ସୁପ୍ରିମକୋର୍ଟ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ପରାମର୍ଶ ଦେଇଥିଲେ। ସୋମବାର ସୁଦ୍ଧା ସରକାର ନିଷ୍ପତ୍ତି ନ ନେଲେ କୋର୍ଟ ନିର୍ଦ୍ଦେଶାନାମା ଜାରି କରିବେ ବୋଲି କହିଥିଲେ। ପୂର୍ବରୁ ଉତ୍ତରାଖଣ୍ଡ ସରକାର ଏହି ଯାତ୍ରକୁ ବାତିଲ କରିଥିଲେ।

Share