ଆଉ ନାହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଅନୁଗତ ନିରୁଭାଇ: ଶେଷ ଦର୍ଶନ କରିବାକୁ ଯିବେ ମୋହନ

କେନ୍ଦୁଝର,୨୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାରତୀୟ ଜନତା ପାର୍ଟି ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀ (ନିରୁଭାଇ)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ରବିବାର ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ କଟକ ଯାଉଥିବା ବେଳେ ବିଳମ୍ବିତ ରାତିରେ ଅଧା ରାସ୍ତାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କୁ ଶେଷ ଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝି କେନ୍ଦୁଝର ଯିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଅପରାହ୍ନରେ ପହଞ୍ଚି ଶେଷ ଦର୍ଶନ କରି ସର୍କିଟ ହାଉସ ଯିବେ। ମୃତ ନିରଞ୍ଜନ ତାଙ୍କର ଏକାନ୍ତ ଅନୁଗତ ଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜନୈତିକ ଜୀବନ ଆରମ୍ଭରୁ ଯୋଡ଼ି ହୋଇ ଆସିଥିଲେ ଏବଂ ବିସ୍ବସ୍ଥ କର୍ମୀ ଭାବରେ ପରିଗଣିତ ହୋଇ ଆସୁଥିଲେ। ତାଙ୍କ ଘର ଖୋର୍ଦ୍ଧା ଜିଲାରେ ହୋଇଥିବା ବେଳେ ସେ ଦୀର୍ଘ ପ୍ରାୟ ୨୫ ବର୍ଷ ହେବ ମୁଖ୍ୟମନ୍ତ୍ରୀଙ୍କ ସହିତ ରହି ଆସୁଛନ୍ତି। ତାଙ୍କର ସ୍ତ୍ରୀ ଓ ଦୁଇ ପୁଅ କେନ୍ଦୁଝର ସହର କମାରଗୋଡାରେ ଏକ ଭଡ଼ା ଘରେ ରୁହନ୍ତି। ତାଙ୍କ ଶେଷ ଦର୍ଶନ ପାଇଁ ଦଳୀୟ ନେତା କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଛି। ବାସଗୃହରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

Gold Price: ଲକ୍ଷେ ନା ୫୫ହଜାର, ଏବର୍ଷ ଏତିକି ରହିବ ସୁନାଦର, ଏକ୍ସପର୍ଟ ଦେଲେ ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୨।୪: ସୁନାର ମୂଲ୍ୟ କେବଳ ଭାରତ ନୁହେଁ ବିଶ୍ୱବ୍ୟାପୀ ରେକର୍ଡ କରିଛି। ଏନେଇ ବିଶେଷଜ୍ଞମାନେ ବଡ଼ ଆକଳନ କରିଛନ୍ତି ଯେ ସୁନାର ମୂଲ୍ୟ ଚଳିତ ବର୍ଷ...

ଏମ୍‌କେ ଷ୍ଟାଲିନ, ମମତା ବାନାର୍ଜୀ, ସିଦ୍ଧରମୈୟାଙ୍କୁ ଚିଠି ଲେଖିଲେ ମେହେବୁବା ମୁଫତି

ନୂଆଦିଲ୍ଲୀ,୧୨।୪: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଚିଠି...

ଡେଣା ଥାଇ ବି କେବେହେଲେ ଉଡ଼େନା ଦୁନିଆର ଏହି ନିଆରା ପକ୍ଷୀ, ନାଁ ବି ଭୟଙ୍କର…

ଭଗବାନଙ୍କ ସୃଷ୍ଟି ବଡ଼ ବିଚିତ୍ର। ପୃଥିବୀପୃଷ୍ଠରେ ଭିନ୍ନ ଭିନ୍ନ ପ୍ରକାରର ଜୀବଜନ୍ତୁ, ପଶୁପକ୍ଷୀ ରହିଛନ୍ତି। ସମସ୍ତଙ୍କର ନିଜସ୍ବ ବିଶେଷତା ରହିଛି। ସେମାନଙ୍କ ମଧ୍ୟରୁ କିଛି ଏତେ...

ବଜାର ଯାଉଥିଲେ ଦମ୍ପତି: ରାସ୍ତାରେ ଜଳିଗଲା ବାଇକ

ବାସୁଦେବପୁର,୧୨।୪: ଭଦ୍ରକ ଜିଲା ଧାମରା ବସ୍‌ ଷ୍ଟାଣ୍ଡ ନିକଟରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସ୍ତ୍ରୀ-ସ୍ବାମୀ ଏକ ବାଇକ୍‌ ଯୋଗେ କୌଣସି କାମରେ...

ତହଉର ରାଣାଙ୍କୁ ଭାରତ ଆଣିବାରେ ମୋଦିଙ୍କର କିଛି ବାହାଦୂରି ନାହିଁ,କାହିଁକି ଏମିତି କହିଲେ ଦିଗବିଜୟ

ନୂଆଦିଲ୍ଲୀ,୧୨।୪: ତହଉର ରାଣାଙ୍କ ପ୍ରତ୍ୟର୍ପଣକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି। କଂଗ୍ରେସ ଏବଂ ଭାଜପା ନେତାମାନଙ୍କ ମଧ୍ୟରେ ଶ୍ରେୟ ନେବା ପାଇଁ ପ୍ରତିଯୋଗିତା ଚାଲିଛି।...

୧୯ରେ ବିଜେଡି ସଭାପତି  ନିର୍ବାଚନ: ୩ ବରିଷ୍ଠ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୧୨।୪: ଆସନ୍ତା ୧୯ରେ ବିଜେଡି ସଭାପତି  ନିର୍ବାଚନ ହେବ ଏଥର ନୂଆ ଢାଞ୍ଚାରେ ସଂଗଠନ ଗଢ଼ିବ ବିଜେଡି । ପୁଣି ନବୀନ ସଭାପତି ନିର୍ବାଚିତ ହେବେ...

ଅଭାବନୀୟ: ବାପାଙ୍କୁ ହାଣିଲା ନାବାଳକ ପୁଅ, କଟକ ସ୍ଥାନାନ୍ତର ହେଲେ…

ବାଲେଶ୍ୱର, ୧୨।୪(ବାଞ୍ଛାନିଧି ଦେ): ପାରିବାରିକ କଳହରୁ ପରିବାର ମଧ୍ୟରେ ବୁଲିଲା ତେଲେଙ୍ଗା କଟୁରି । ବାପାଙ୍କୁ ହାଣିଲା ନାବାଳକ ପୁଅ । ଏଭଳି ଅଭାବନୀୟ ଘଟଣା...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହାଣିଲେ, ରାସ୍ତାରେ ପଡ଼ିଛି ରକ୍ତାକ୍ତ ମୃତଦେହ

ବଲାଙ୍ଗିର,୧୨।୪(ସୁନୀଲ କୁମାର ମହାନ୍ତି): ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା। ବଲାଙ୍ଗୀର ଜିଲା ଚିମିନିଭାଟି ପଡ଼ା ପ୍ରାଥମିକ ସ୍କୁଲ ନିକଟ ଜନଗହଳି ରାସ୍ତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image