ବୁଧବାର ରସାୟନ ବିଜ୍ଞାନରେ ନୋବେଲ, ଶୁକ୍ରବାର ଶାନ୍ତି ପାଇଁ ନୋବେଲ…

ଷ୍ଟକହୋମ,୪।୧୦ : ରୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସେସ ପକ୍ଷରୁ ବୁଧବାର ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯିବ। ଏଥି ସହିତ ଗୁରୁବାର ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯିବ। ସେହିପରି ଚଳିତ ୨୦୨୨ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ଶୁକ୍ରବାର ଘୋଷଣା କରାଯିବ ଏବଂ ଅର୍ଥନୀତି କ୍ଷେତ୍ରରେ ପୁରସ୍କାର ଅକ୍ଟୋବର ୧୦ରେ ଘୋଷଣା କରାଯିବ।

Share