ନର୍ଗିସ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର

ଷ୍ଟକହୋମ,୬।୧୦: ଇରାନରେ ମହିଳା ଅଧିକାର ପାଇଁ ଲଢିଥିବା ନର୍ଗିସ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ହେଲେ ବର୍ତ୍ତମାନ ନର୍ଗିସ ଜେଲରେ ଅଛନ୍ତି।

ମାନବ ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଲଢିବା ପାଇଁ ନର୍ଗିସ ମହମ୍ମଦିଙ୍କୁ ୨୦୨୩ ନୋବେଲ ଶାନ୍ତି ପୁରସ୍କାର ମିଳିଛି। ଏକ ରିପୋର୍ଟ ଅନୁଯାୟୀ, କମିଟି କହିଛି ଯେ, ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ମଧ୍ୟ ମହିଳାମାନଙ୍କୁ ଟାର୍ଗେଟ କରୁଥିବା ଧାର୍ମିକ ଶାସନଗୁଡିକର ଭେଦଭାବ ତଥା ଅତ୍ୟାଚାର ନୀତି ବିରୋଧରେ ସ୍ବର ଉଠାଇଥିବା ଲକ୍ଷାଧିକ ଲୋକଙ୍କୁ ସମ୍ମାନିତ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମେଲୋନିଙ୍କୁ ଡେଟ୍‌ କରୁଛନ୍ତି ଏଲନ ମସ୍କ? ଏକ୍ସରେ କହିଦେଲେ ନିଜ ମନକଥା

ଓ୍ବାଶିଂଟନ୍‌,୨୫।୯: ନିକଟରେ ଏକ କାର୍ଯ୍ୟକ୍ରମରେ ଇଟାଲିଆନ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ବିଶ୍ୱର କୋଟିପତି ଏଲନ ମସ୍କଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ...

ହରିନୀ ଅମରସୂର୍ଯ୍ୟା ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ

କଲମ୍ବୋ, ୨୫।୯:ଶ୍ରୀଲଙ୍କାରେ ଅନୁରା କୁମାର ଦିସାନାୟକେ ରାଷ୍ଟ୍ରପତି ହେବା ପରେ ମଙ୍ଗଳବାର ନ୍ୟାଶନାଲ ପିପୁଲ୍ସ ପାଓ୍ବାର(ଏନ୍‌ପିପି) ନେତା ହରିନୀ ଅମରସୂର୍ଯ୍ୟା ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ...

କାହିଁକି ହଠାତ୍‌ ପାକିସ୍ତାନରେ ଅବତରଣ କଲା ୧୭୧ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ, ଜାଣନ୍ତୁ ପୁରା ଘଟଣା

ଲାହୋର,୨୪।୯: ମଙ୍ଗଳବାର ସକାଳେ ଏକ ଭୟଭିତ ହେଲାଭଳି ଖବର ସାମ୍ନାକୁ ଆସିଛି। ଘଟଣାହେଲା ବିମାନର ପାଇଲଟ ହଠାତ୍‌ ପାକିସ୍ତାନର ଲାହୋର ବିମାନବନ୍ଦରରେ ୧୭୧ ଯାତ୍ରୀଙ୍କ ସହ...

ହିନ୍ଦୁଙ୍କ ଉପରେ ଆକ୍ରମଣକୁ ବନ୍ଦ କରିପାରିଲେନି ୟୁନୁସ ସରକାର, ଏବେ ଭାରତକୁ ଦେଉଛନ୍ତି ଗାଳି

ଢାକା,୨୪।୯: ବାଂଲାଦେଶରେ ହିନ୍ଦୁମାନଙ୍କୁ ନିରନ୍ତର ଆକ୍ରମଣ କରାଯାଉଛି। ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଗଠିତ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାର ଏହି ଆକ୍ରମଣକୁ ରୋକିବାରେ ଅସଫଳ ହୋଇଛି। କିନ୍ତୁ...

ମିଳିବ ଖୁସି ଖବର, ବନ୍ଦ ହୋଇଯିବ ଯୁଦ୍ଧ! ପୁଟିନଙ୍କ ପର୍ଯ୍ୟନ୍ତ ବାର୍ତ୍ତା ପହଞ୍ଚାଇଲେ ଡୋଭାଲ, ଏବେ ମୋଦିଙ୍କୁ ଭେଟିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୯: ସମସ୍ତେ ଆଶା କରୁଛନ୍ତି ଯେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶୀଘ୍ର ଶେଷ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କୌଣସି ପଥ...

ଆଉ ନର୍ଥଇଷ୍ଟ-ଲଦ୍ଦାଖରେ ପଶିବାକୁ ଚେଷ୍ଟା କରିବନି ଡ୍ରାଗନ! ଭାରତର ମିତ୍ର ଦେଶ ଆମେରିକା ଦେଲା ବଡ ବୟାନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୯: ଆମେରିକୀୟ ଗସ୍ତରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଦେଶ ଫେରିଛନ୍ତି। ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଜୋ ବାଇଡେନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ...

ଲେବାନନ୍‌ରେ ଇସ୍ରାଏଲ୍‌ର ଜୋର୍‌ଦାର ଆକ୍ରମଣ

ମାର୍ଜାୟୁନ୍‌,୨୪ା୯: ଇସ୍ରାଏଲୀ ସେନା ଲେବାନନ୍‌ ଉପରେ ଆକ୍ରମଣକୁ ଜୋର୍‌ଦାର କରିଛି। ସୋମବାର ଏହାର ସବୁଠୁ ଘାତକ ଆକ୍ରମଣରେ ୨୭୪ ଜଣ ନିହତ ହେବା ସହ ୪୦୦ରୁ ଅଧିକ...

ମାନବଜାତିର ସଫଳତା ଯୁଦ୍ଧକ୍ଷେତ୍ରରେ ନାହିଁ: ପ୍ରଧାନମନ୍ତ୍ରୀ ମୋଦି

ଜାତିସଂଘ,୨୪ା୯: ମାନବଜାତିର ସଫଳତା ଯୁଦ୍ଧକ୍ଷେତ୍ରରେ ନୁହେଁ, ଆମର ସାମୂହିକ ସାମର୍ଥ୍ୟରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜାତିସଂଘର ‘ସମିଟ୍‌ ଅଫ୍‌ ଦି ଫ୍ୟୁଚର’ରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri