ଏହି ଦୁଇ ଆମେରିକୀୟଙ୍କୁ ଅର୍ଥନୀତିରେ ନୋବେଲ

ଓ୍ବାଶିଂଟନ୍‌, ୧୨।୧୦: ଚଳିତବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଏଥର ଆମେରିକାର ପଲ୍‌ ଆର୍‌ ମିଲଗ୍ରମ ଏବଂ ରବର୍ଟ ବି ଉଇଲସନଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର ମିଳିଛି। ଇମ୍ପ୍ରୋଭମେଣ୍ଟସ ଟୁ ଅକ୍ସସନ ଥିଓରୀ ଏବଂ ଇନଭେନସନ ଅଫ ନ୍ୟୁ ଅକ୍ସନ ଫର୍ମାଟ ପାଇଁ ଉଭୟଙ୍କୁ ନୋବେଲ ପୁରସ୍କାର ଦିଆଯାଇଛି।

Share