ନୋରାଙ୍କ ୨୦୨୦ର ଶେଷ ଦମ୍‌ଦାର ଡ୍ୟାନ୍ସ ଭିଡିଓ ଭାଇରାଲ

ଦମଦାର୍‌ ଡ୍ୟାନ୍ସ ପାଇଁ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ନୋରା ଫତେହି। ସୋସିଆଲ ମିଡିଆରେ ସବୁବେଳେ ନୋରା ବେଶ ସକ୍ରିୟ ରହୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ନୋରାଙ୍କ ଡ୍ୟାନ୍ସର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ନିଜ ଇନ୍‌ଷ୍ଟାଗ୍ରାମରେ ନୋରା ୨୦୨୦ର ଶେଷ ଡ୍ୟାନ୍ସ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ନୋରା ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।

ଭିଡିଓରେ କୋରିଓଗ୍ରାଫର ରଜିତ ଦେବଙ୍କ ସହ ନୋରା ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ପ୍ରିଟେଣ୍ଡ ଟି-ସାର୍ଟ, ଡେନିମ ସର୍ଟସ, ଫିଙ୍କ କ୍ୟାପରେ ନୋରା ଭିଡିଓରେ ନଜର ଆସିଛନ୍ତି।

 

 

Share