Posted inଜାତୀୟ

କେବଳ ହାଥରସ୍‌ ନୁହେଁ, କେବେ ଦର୍ଶନ ପାଇଁ ତ କେବେ କୁମ୍ଭସ୍ନାନ ଭୟଙ୍କର ଦଳାଚକଟାରେ ଯାଇଛି ଶହଶହ ଜୀବନ

ନୂଆଦିଲ୍ଲୀ,୨ା୭: ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ସତ୍‌ସଙ୍ଗ ଚାଲିଥିବାବେଳେ ଦଳାଚକଟା ଘଟି ୧୦୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ଏହିପରି ଘଟଣା ଆଜିର ନୁହେଁ ଅତୀତରେ ଦେଶରେ ମଧ୍ୟ ଏପରି ଅନେକ ଘଟଣା ଦେଖିବାକ ମିଳିଛି।

୨୦୦୫ ଜାନୁଆରୀ: ମହାରାଷ୍ଟ୍ରର ଏକ ମନ୍ଦିରରେ ଦଳାଚକଟା ହୋଇ ୨୬୫ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ।

୨୦୦୬ ଜାନୁଆରୀ: ହଜ୍‌ ଯାତ୍ରା ବେଳେ ଜମାରତ ବ୍ରିଜ୍‌ର ପୂର୍ବ ପ୍ରବେଶ ପଥରେ ଦଳାଚକଟା ହେବାରୁ ୩୬୨ ଜଣ ମୁସଲମାନ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।

୨୦୦୮ ଅଗଷ୍ଟ: ଭୂସ୍ଖଳନ ଗୁଜବକୁ ନେଇ ହିମାଚଳପ୍ରଦେଶର ନୈନା ଦେବୀ ମନ୍ଦିରରେ ଦଳାଚକଟା ଘଟିବାରୁ ୧୪୫ ଜଣଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଥିଲେ।

୨୦୦୮ ସେପ୍ଟେମ୍ବର: ରାଜସ୍ଥାନର ଯୋଧପୁର ସହର ନିକଟରେ ଥିବା ଚାମୁଣ୍ଡଶଇ ମନ୍ଦିରରେ ଦଳାଚକଟା ଘଟି ୧୪୭ ଜଣଙ୍କ ମୃତ୍ୟୁ ହୋଇଥିଲା।

୨୦୧୩ ଅକ୍ଟୋବର: ମଧ୍ୟପ୍ରଦେଶର ଏକ ମନ୍ଦିର ନିକଟକୁ ଯାଇଥିବା ବ୍ରିଜ୍‌ର ରେଲିଂ ଭାଙ୍ଗିଯିବାରୁ ଦଳାଚକଟାରେ ୧୧୫ ଜଣଙ୍କ ମୃତ୍ୟୁ ଘଟିଥିଲା।

୨୦୨୨ ଜାନୁଆରୀ: କଶ୍ମୀରର ମାତା ବୈଷ୍ଣୋଦେବୀ ମନ୍ଦିର ନିକଟରେ ଦଳାଚକଟାରେ ୧୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ସେହି ମାସରେ ଲାଇବେରିଆ ରାଜଧାନୀ ମନରୋଭିଆ ଉପକଣ୍ଠରେ ଖ୍ରୀଷ୍ଟିଆନ୍‌ମାନଙ୍କ ଉପରେ ଉତ୍ସବ ଚାଲିଥିବାବେଳେ ଦଳାଚକଟା ହେବାରୁ ୨୯ ଜଣ ପ୍ରାଣ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଚାକିରି, ଆତ୍ମହତ୍ୟା କଲେ ଦମ୍ପତି

ନୂଆଦିଲ୍ଲୀ, ୭।୭: ଏମ୍‌ବିଏ ଭଳି ପ୍ରଫେଶନାଲ ଡିଗ୍ରୀ କରିବା ପରେ ମଧ୍ୟ ଆଜିକାଲି ଚାକିରି ମିଳୁନାହିଁ । ଫଳରେ ବେରୋଜଗାରୀ ବୃଦ୍ଧି ପାଉଛି ଏବଂ ବେରୋଜଗାର...

ହାଥରସ୍‌ ଦଳାଚକଟା ଘଟଣାରେ ବଡ଼ ବୟାନ ଦେଲେ ଭୋଲେ ବାବାଙ୍କ ଓକିଲ, କହିଲେ…

ହାଥରସ୍‌,୭ା୭: ହାଥରସ୍‌ ଦୁର୍ଘଟଣା ସମ୍ପର୍କରେ ନାରାୟଣ ହରି ଛଦ୍ମନାମ ବାବା ସୁରଜପାଲଙ୍କ ଓକିଲ ଏପି ସିଂ ଏକ ବଡ଼ ଦାବି କରିଛନ୍ତି। ହାଥରସ୍‌ ଦୁର୍ଘଟଣା ପଛରେ...

ବିଏସପି ଅଫିସରେ କବର ଦିଆଯିବନି ଆର୍ମଷ୍ଟ୍ରଙ୍ଗଙ୍କ ମୃତଦେହ, ହାଇକୋର୍ଟ ଖାରଜ କଲେ ଆବେଦନ

ଚେନ୍ନାଇ,୭।୭: ଦଳ କାର୍ଯ୍ୟାଳୟ ପରିସରରେ ତାମିଲନାଡୁ ବିଏସପି ରାଜ୍ୟ ସଭାପତି ଆର୍ମଷ୍ଟ୍ରଙ୍ଗଙ୍କ ମୃତଦେହକୁ ସମାଧି ଦେବା ପାଇଁ ମାଡ୍ରାସ ହାଇକୋର୍ଟ ଏକ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।...

ସେନା-ଆତଙ୍କବାଦୀ ମୁହାଁମୁହିଁ, ୬ ଆତଙ୍କୀ ନିହତ

ଶ୍ରୀନଗର, ୭।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଏବଂ ସୁରକ୍ଷାବଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଶନିବାର କୁଲଗାମ ଜିଲାରେ ହୋଇଥିବା ଏହି ଅପରେସନ୍‌ରେ ଦୁଇ...

ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଲେ ରାହୁଲ, କହିଲେ ଆମର…

ନୂଆଦିଲ୍ଲୀ,୭ା୭: କଂଗ୍ରେସ ଏମ୍‌ପି ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହାଥରସ୍‌ ଦୁର୍ଘଟଣା ସମ୍ପର୍କରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି...

୬ ମହଲା ବିଲ୍ଡିଂ ଭୁଶୁଡ଼ିବା ଘଟଣା, ଉଦ୍ଧାର ହେଲା ୭ ମୃତଦେହ

ସୁରତ, ୭।୭: ଗୁଜୁରାଟର ସୁରତ ଅଞ୍ଚଳରେ ଶନିବାର ଏକ ୬ ମହଲା ବିଲ୍ଡିଂ ଭୁଷୁଡ଼ିବା ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଅଧିକାରୀକ ସ୍ତରରେ...

କେୟାରଟେକର ସହିତ ବିୟର ପିଉଥିଲେ ମହିଳା ପ୍ରିନ୍ସିପାଲ, ଦେଖିଦେଲେ ଛାତ୍ର, ତାପରେ…

ନୂଆଦିଲ୍ଲୀ, ୭।୭: ତେଲେଙ୍ଗାନାର ସୂର୍ଯ୍ୟପେଟ୍‌ ଅଞ୍ଚଳର ଏକ କଲେଜ୍‌ରେ ଜଣେ ମହିଳା ପ୍ରିନ୍ସିପାଲ ହଷ୍ଟେଲ୍‌ ଭିତରେ ବିୟର ପିଉଥିବା ଖବର ସାମ୍ନାକୁ ଆସିଛି । ଡିଗ୍ରୀ...

କୋଟିପତି ବାବା: ୧୦୦ କୋଟିର ସମ୍ପତ୍ତି, ୨୫ ଖଣ୍ଡ ଗାଡ଼ି

ନୂଆଦିଲ୍ଲୀ, ୭।୭: ହାଥରସ୍‌ରେ ହୋଇଥିବା ଦଳା ଚକଟାରେ ୧୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଭୋଲେ ବାବା ଅର୍ଥାତ ନାରାୟଣ ସାକାର ବିଶ଼୍ବ ହରି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri