ଯୁବକଙ୍କୁ ଅଜ୍ଞାତରେ ନୁହେଁ, ଥାନାରେ କରାଯାଉଛି ଜେରା: ପୋଲିସ କମିଶନର

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ନ୍ୟାଶନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି ଟିମ୍‌ (NIA) ଭୁବନେଶ୍ୱରରୁ ଜଣଙ୍କୁ ଉଠାଇ ନେଇ ଖଣ୍ଡଗିରି ଥାନାରେ ପଚରାଉଚରା କରୁଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସେ କହିଛନ୍ତି, ଉକ୍ତ ଯୁବକଙ୍କୁ ଅଜ୍ଞାତରେ ନୁହେଁ; ଖଣ୍ଡଗିରି ଥାନାରେ ଜେରା କରାଯାଉଛି। ଅନାବଶ୍ୟକ ଭାବେ ଅଯଥା କଳ୍ପନା ଜଳ୍ପନା ନ କରିବାକୁ ଗଣମାଧ୍ୟମକୁ କମିଶନର ଅନୁରୋଧ କରିଛନ୍ତି।

 

Share