Categories: ଜାତୀୟ

ଶିନ୍ଦେ ନେତୃତ୍ୱାଧୀନ ଶିବସେନାର ୪୦ ବିଧାୟକ, ଠାକରେଙ୍କ ଦଳର ୧୪ ବିଧାୟକଙ୍କୁ ନୋଟିସ

ମୁମ୍ବାଇ,୮।୭: ଗତ କିଛି ଦିନ ହେବ ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଶିନ୍ଦେ ଏବଂ ଉଦ୍ଧବ ଠାକରେ ଦଳର ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି। ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର କହିଛନ୍ତି ଯେ, ଶିନ୍ଦେ ନେତୃତ୍ୱାଧୀନ ଶିବସେନାର ୪୦ ଜଣ ବିଧାୟକ ଏବଂ ଠାକରେଙ୍କ ଦଳର ୧୪ ଜଣ ବିଧାୟକଙ୍କ ଅଯୋଗ୍ୟତା ଉପରେ ଜବାବ ପାଇଁ ନୋଟିସ ଜାରି କରାଯାଇଛି।

Share