୨୩ରୁ ନମ୍ବର ପ୍ଲେଟ୍‌ ଫାଇନ୍‌

ଭୁବନେଶ୍ୱର,୮ା୬(ବ୍ୟୁରୋ): ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନ ଲଗାଇଥିଲେ ଏଣିକି ଚାଳକ ଫାଇନ ଗଣିବେ। ଆସନ୍ତା ୨୩ ତାରିଖରୁ ଏହି ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ ହେବ। ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲାଗି ନ ଥିଲେ ଇ-ଚାଲାଣ କଟାଯାଇ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ଦେବେ ଚାଳକ।

Share